Latest Odisha News
Browsing Tag

closed

୨୫ ଯାଏ ବନ୍ଦ ରହିବ ଓଏଚ୍‌ଆରସି ଅଫିସ୍‌

ଭୁବନେଶ୍ୱର: ବନ୍ଦ ହେଲା ଓଡିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି) ଅଫିସ୍‌। ଅଫିସ୍‌ର କର୍ମଚାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ କାର୍ଯ୍ୟାଳୟକୁ ଜାନୁଆରୀ ୨୫ ଯାଏ ବନ୍ଦ କରାଯାଇଛି। ଓଏଚ୍‌ଆରସି ଏକ ବିଜ୍ଞପ୍ତିରେ ଦର୍ଶାଇଛି ଯେ ଅଫିସ୍‌ ଷ୍ଟାଫ୍‌ଙ୍କ ମଧ୍ୟରେ କରୋନା ପଜିଟିଭ ମାମଲା…

ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ, ଜାତୀୟ ପ୍ରତିଯୋଗିତା ପାଇଁ ଓଡ଼ିଶାରୁ ୮ ଖେଳାଳି ଚୟନ 

ଭୁବନେଶ୍ବର: ରାଜ୍ୟରେ ପ୍ରଥମ ହ୍ୱିଲ୍ ଚେୟାର ଟେନିସ କର୍ମଶାଳା ଉଦଯାପିତ । କର୍ମଶାଳାରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବିଭିନ୍ନ ବର୍ଗର ମୋଟ ୧୫ ଜଣ ଖେଳାଳି ସାମିଲ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଭଲ ପ୍ରଦର୍ଶନ କରିଥିବା ୮ ଜଣଙ୍କୁ ଜାତୀୟ ପ୍ରତିଯୋଗିତା ପାଇଁ ଚୟନ କରାଯାଇଛି ।…

କୁମ୍ଭୀର ଗଣନା ପାଇଁ କାଲିଠୁ ଭିତରକନିକା ବନ୍ଦ

ପଟ୍ଟାମୁଣ୍ଡାଇ : କୁମ୍ଭୀର ଗଣନା ପାଇଁ ଶୁକ୍ରବାରଠାରୁ ବନ୍ଦ ରହିବ କେନ୍ଦ୍ରାପଡାରେ ଥିବା ବିଶ୍ବ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଭିତରକନିକା । କାଲିଠୁ କୁମ୍ଭୀର ଗଣନା ଆରମ୍ଭ ହୋଇ ଆସନ୍ତା ୨୩  ତାରିଖ ପର୍ଯ୍ୟନ୍ତ ଚାଲିବ। ୯ ଦିନ ଧରି କୁମ୍ଭୀର ଗଣନା କରାଯିବ । ନଦୀ, ନାଳ, ଜଳାଶୟ ଭିତରେ ଥିବା…

ଆଉ ଖୋଲିବନି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍‌

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଅନେକ ଦୁଃଖଦ ଖବର ସାମ୍ନାକୁ ଆସିଥିଲା । ନିକଟରେ ଏହି ଖବର ତାଲିକାରେ ସାମିଲ ହୋଇଛି ଦିଲ୍ଲୀର ମାଡାମ୍ ତୁସୋ ମ୍ୟୁଜିୟମ୍ । ଲକ୍‌ଡାଉନ୍ ପରଠୁ ଏହି ମ୍ୟୁଜିୟମ୍ ଅସ୍ଥାୟୀ ରୂପେ ବନ୍ଦ ରହିଥିଲା । ହେଲେ ଅତ୍ୟଧିକ କ୍ଷୟକ୍ଷତି ଯୋଗୁଁ ଏହାକୁ ସ୍ଥାୟୀ ରୂପେ…

କମୁଛି ସଂକ୍ରମଣ; ଗଞ୍ଜାମରେ ୨ କୋଭିଡ ହସ୍ପିଟାଲ ବନ୍ଦ

ଗଞ୍ଜାମ: କରୋନା ସଂକ୍ରମଣ ହ୍ରାସ ପରେ ଓଡିଶା ସରକାର ଗଞ୍ଜାମ ଜିଲ୍ଲାର ଦୁଇଟି କୋଭିଡ ହସ୍ପିଟାଲ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏନେଇ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ବୁଧବାର ଦିନ କହିଛନ୍ତି ଯେ ଶୀତଳପାଲ୍ଲୀରେ ଥିବା ଟାଟା କୋଭିଡ ହସ୍ପିଟାଲ ଆସନ୍ତା ଡିସେମ୍ବର ୨୦…

ଭିସୁଟ୍ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ବନ୍ଦ

ସମ୍ବଲପୁର: ଆଗାମି ସପ୍ତାହ ପାଇଁ ବନ୍ଦ ରହିବ ସମ୍ବଲପୁର ବିଶ୍ୱାବିଦ୍ୟାଳୟ । ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହି ଘୋଷଣା କରିଛନ୍ତି ବିଶ୍ୱବିଦ୍ୟାଳୟ କୂଳପତି । ଜୁଲାଇ ୨୦ ଯାଏଁ ବିଶ୍ୱବିଦ୍ୟାଳୟ ସଟ୍‌ଡାଉନ୍ ରହିବ । ବହୁ କର୍ମଚାରୀ ଓ ଶିକ୍ଷକ ସଙ୍ଗରୋଧରେ ଥିବାରୁ ଏହି ନିଷ୍ପତ୍ତି…

ମହଙ୍ଗା ପଡିଲା ନିୟମ ଉଲ୍ଲଂଘନ, ରାଜଧାନୀର ଅନେକ ଦୋକାନ, ଶୋ’ରୁମ୍ ସିଲ୍‌

ଭୁବନେଶ୍ୱର: ମହଙ୍ଗା ପଡିଲା ସାମାଜିକ ଦୂରତ୍ୱ ନିୟମ ଉଲ୍ଲଘଂନ । ସିଲ୍ ହେଲା ଭୁବନେଶ୍ୱରର ଅନେକ ଶୋ’ରୁମ୍ ସମେତ ଛୋଟ ବଡ ଦୋକାନ । ରଜ ପାଇଁ ଭୁବନେଶ୍ୱର ଜନପଥ ସ୍ଥିତ ଅମ୍ବର ଶୋ’ରୁମ୍‌ରେ ଆଜି ସକାଳେ ନାହିଁ ନଥିବା ଭିଡ ଦେଖିବାକୁ ମିଳିଥିଲା । ଲୋକେ ଭୁଲି ଯାଇଥିଲେ ସାମାଜିକ ଦୂରତ୍ୱ ନିୟମ…

୯ ଦିନ ଯାଏଁ ବନ୍ଦ ରହିବ ‘ଭିତରକନିକା ଜାତୀୟ ଉଦ୍ୟାନ’, ଜାଣନ୍ତୁ କାହିଁକି

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ପର୍ଯ୍ୟଟକମାନଙ୍କ ପାଇଁ ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରି ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ଏହି ଦିନଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କ ଗଣନା କରାଯିବା ନେଇ କାର୍ଯ୍ୟକ୍ରମ ରହିଛି । ଗଣମାଧ୍ୟମକୁ ସୂଚନା…

ବନ୍ଦ ହେଲା ହୀରାକୁଦ ଡ୍ୟାମର ୬ଟି ଗେଟ୍

ସମ୍ବଲପୁର: ହୀରାକୁଦ ଡ୍ୟାମ୍ କର୍ତ୍ତୃପକ୍ଷ ଶନିବାର ଦିନ ଜଳଭଣ୍ଡାରର ୬ଟି ଗେଟକୁ ବନ୍ଦ କରିଦେଇଛନ୍ତି । ମିଳିଥିବା ସୂଚନାନୁଯାୟୀ ମହାନଦୀର ଉପରମୁଣ୍ଡରୁ ସ୍ୱଳ୍ପ ଜଳ ପ୍ରବାହିତ ହେଉଥିବା ଯୋଗୁଁ ଡ୍ୟାମର ଜଳସ୍ତର ଧିରେଧିରେ କମୁଛି । ଫଳରେ କର୍ତ୍ତୃପକ୍ଷ ଏଭଳି ନିଷ୍ପତ୍ତି ଗ୍ରହଣ କରିଛନ୍ତି…

ଜୁଲାଇ ୩୧ ଯାଏଁ ପର୍ଯ୍ୟଟକଙ୍କ ଲାଗି ‘ଭିତରକନିକା ଜାତୀୟ ଉଦ୍ୟାନ’ ବନ୍ଦ

ଭୁବନେଶ୍ୱର : ବଉଳା କୁମ୍ଭୀରମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥିବା ଯୋଗୁଁ କେନ୍ଦ୍ରାପଡା ଜିଲ୍ଳାସ୍ଥିତ ‘ଭିତରକନିକା ଜାତୀୟ ଉଦ୍ୟାନ’ ମେ’ ୧ ତାରିଖ ଠାରୁ ଜୁଲାଇ ୩୧ ତାରିଖ ଯାଏଁ ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିବ । ଏହି ଅବଧି ମଧ୍ୟରେ ଭିତରକନିକାକୁ ଦେଶବିଦେଶର ସମସ୍ତ ପର୍ଯ୍ୟଟକଙ୍କ…