Latest Odisha News

BREAKING NEWS

ପ୍ରକାଶ ପାଇଲା ବିଏଡ୍ ପ୍ରବେଶିକା ଫଳ

ଭୁବନେଶ୍ୱର: ବିଏଡ୍ ପ୍ରବେଶିକା ପରୀକ୍ଷା- ୨୦୨୦ର ଫଳାଫଳ ଏବଂ କଟ୍ ଅଫ୍ ତାଲିକା ସହପ୍ରୋଭିଜନାଲ ଛାତ୍ରଛାତ୍ରୀଙ୍କ ନାମ ପ୍ରକାଶିତ ହୋଇଛି।

ସବିଶେଷ ସୂଚନା ପାଇଁ ଛାତ୍ରଛାତ୍ରୀ ମାନେ ସାମସ୍ ଓ୍ବେବସାଇଟ ଚେକ୍ କରିପାରିବେ।

କାଉନସେଲିଂ ପାଇଁ ଉଭୟ ବିଜ୍ଞାନ ଏବଂ କଳା ଷ୍ଟ୍ରିମର ମୋଟ ୯୦୦ ଛାତ୍ରଛାତ୍ରୀଙ୍କୁ ଚୟନ କରାଯାଇଛି। ତେବେ ନଭେମ୍ବର ୩ ରୁ ୭ ମଧ୍ୟରେ ଏହି ପରୀକ୍ଷା କରାଯାଇଥିଲା। ପ୍ରବେଶିକା ଦେଇଥିବା ପ୍ରାର୍ଥୀମାନେ ସେମାନଙ୍କ କଟ୍ ଅଫ୍ ମାର୍କ ଚେକ୍ କରିପାରିବେ।

Comments are closed.