Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ଅଧୀକ୍ଷଣ ଯନ୍ତ୍ରୀ

ବ୍ରହ୍ମପୁର: ମଙ୍ଗଳବାର ଦିନ ବ୍ରହ୍ମପୁର ରୋଡ ଓ ବିଲ୍ଡିଂ ସର୍କଲ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ଘରେ ଭିଜିଲାନ୍ସ ଚଢ଼ଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସର ସ୍ୱତନ୍ତ୍ର ନ୍ୟାୟାଧୀଶଙ୍କ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଚଢ଼ଉ କରାଯାଇଛି ।

ଭିଜିଲାନ୍ସ ଅଧିକାରୀମାନେ ଗଞ୍ଜାମ ବ୍ଲକ ପାଖ ମାର୍କେଟ କମ୍ପେ୍ଲକ୍ସ, ଖଲିକୋଟ ଫାର୍ମ, ଡିମିରିଆର ଏକ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ତାଙ୍କ ସଂପର୍କୀୟଙ୍କ ୧୨ଟି ଘରେ ଭିଜିଲାନ୍ସ ଚଢ଼ଉ କରିଛି ।

Leave A Reply

Your email address will not be published.