Latest Odisha News

ଓଡ଼ିଆ ପୁଅ ସଂକେତ ରାୟ ହେଲେ କୋକା-କୋଲା ଇଣ୍ଡିଆ ଅଧ୍ୟକ୍ଷ !

ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଂକେତ ରାୟ କୋକାକୋଲା ଇଣ୍ଡିଆ ତଥା ଦକ୍ଷିଣ-ପଶ୍ଚିମ ଏସିଆ ର ନୂତନ ଅଧ୍ୟକ୍ଷ ରୂପେ ନିଯୁକ୍ତି ପାଇଛନ୍ତି । ସେ ବର୍ତ୍ତମାନ କୋକାକୋଲା INSWA ଅପରେସନର ମୁଖ୍ୟ ରୂପରେ ଦାୟିତ୍ୱ ତୁଲାଇବେ ।

ରାଜଧାନୀ ଭୁବନେଶ୍ୱର ମୂଳ ବାସିନ୍ଦା ସଂକେତ, ଭୋପାଳ ଏନଆଇଟି ରୁ ମେକାନିକାଲ ଇଞ୍ଜିନିୟରିଂ ରେ ସ୍ନାତକ କରିଛନ୍ତି । ସେ ଭୁବନେଶ୍ୱରସ୍ଥିତ ବିଜେବି କଲେଜ ଓ XIMB ର ପୂର୍ବତନ ଛାତ୍ର ।

Comments are closed.