Latest Odisha News

BREAKING NEWS

କରୋନା ପାଇଁ ଘୁଞ୍ଚିଲା ଓଜେଇଇ !

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟି ରଖି ଚଳିତ ବର୍ଷ ଓଜେଇଇ ପ୍ରବେଶିକା ପରୀକ୍ଷା ଘୁଞ୍ଚେଇ ଦିଆଯାଇଛି । ଏ ନେଇ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚଳିତ ବର୍ଷ ରାଜ୍ୟର ୨୧ଟି ତଥା ରାଜ୍ୟ ବାହାରେ ରାଞ୍ଚୀ, କୋଲକାତା ଓ ପାଟଣାର ପରୀକ୍ଷା କେନ୍ଦ୍ରରେ, ସେପ୍ଟେମ୍ବର ୯ରୁ ୧୫ ତାରିଖ ପର୍ଯ୍ୟନ୍ତ ଅନଲାଇନ ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିଲା ।

Leave A Reply

Your email address will not be published.