ଭୁବନେଶ୍ୱର: ରଙ୍ଗର ଉତ୍ସବ ହୋଲି ଖେଳିବାକୁ ସମସ୍ତଙ୍କ ମଧ୍ୟରେ ଏକପ୍ରକାର ଉତ୍ସାହ ଲାଗି ରହିଥାଏ । ହୋଲିରେ ଅନେକ ବ୍ୟକ୍ତି ବିଭିନ୍ନ ପ୍ରକାରର ରଙ୍ଗ ଖେଳିଥାନ୍ତି । ଯାହାକୁ ନେଇ ମଙ୍ଗଳବାର ଦିନ ସାରା ଦେଶରେ ଧୁମଧାମରେ ହୋଲି ପର୍ବ ପାଳିତ ହେଉଛି ।
#HappyHoli … Take proper precautions, no need to panic. Please stay calm, be safe.
My SandArt at #Puri beach, #Odisha. Pl take care from #Coronavirus #COVID19. pic.twitter.com/27XmPBavXD— Sudarsan Pattnaik (@sudarsansand) March 9, 2020
ଏନେଇ ବାଲୁକା କଳାରେ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି ପଦ୍ମଶୀ ସୁଦର୍ଶନ ପଟ୍ଟନାୟକ । ଏଥିସହିତ ଚାରିଆଡେ କରୋନା ଭାଇରସ୍ ଭୟ ଲାଗି ରହିଥିବା ବେଳେ ବିନା ଭୟରେ ସୁରକ୍ଷିତ ରଙ୍ଗ ଖେଳିବା ପାଇଁ ସେ ବାଲୁକା କଳା ଯୋଗେ ବାର୍ତ୍ତା ଦେଇଛନ୍ତି ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ରଙ୍ଗର ପର୍ବ ହୋଲି ସମସ୍ତଙ୍କ ପାଇଁ ଆନନ୍ଦମୟ ହେଉ। ସମସ୍ତେ ସୁରକ୍ଷିତ ଭାବେ ହୋଲି ଉତ୍ସବ ପାଳନ କରନ୍ତୁ। ଜୟ ଜଗନ୍ନାଥ। 🙏#Holi2020 pic.twitter.com/PKCcjNkKTP
— Naveen Patnaik (@Naveen_Odisha) March 10, 2020
ଏହି ଅବସରରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
रंग, उमंग और आनंद के त्योहार होली की आप सभी को बहुत-बहुत बधाई। यह पर्व सभी देशवासियों के जीवन में खुशियों लेकर आए। pic.twitter.com/xfrfdNaduX
— Narendra Modi (@narendramodi) March 10, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।
Comments are closed.