ସମ୍ବଲପୁର: ଓଡିଶା-ଛତିଶଗଡ ମଧ୍ୟରେ ମହାନଦୀ ବନ୍ୟାଜଳକୁ ନେଇ ଅଗଷ୍ଟ ୬ ତାରିଖରେ ରାୟପୁର ଠାରେ ଅନ୍ତଃରାଜ୍ୟ ବନ୍ୟା ନିୟନ୍ତ୍ରଣ ପରିଚାଳନା ବୈଠକ ଅନୁଷ୍ଠିତ ହେବ ।
ଏନେଇ ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟର ସୁନିଲ ନାୟକ ଗୁରୁବାର ଦିନ ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।
ଏହି ଆଲୋଚନା ସମୟରେ ଜଳ ସମ୍ପଦ ବିଭାଗର ଅଧିକାରୀ ତଥା ବରିଷ୍ଠ ଅଧିକାରୀ ଏବଂ ହୀରାକୁଦ ଡ୍ୟାମ୍ ଚିଫ୍ ଇଞ୍ଜିନିୟରଙ୍କ ସମେତ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ ।
Comments are closed.