ଭୁବନେଶ୍ୱର: କଟକ ଏସ୍ସିବିର ହେବ ନବକଳେବର । ବଡ ମେଡିକାଲକୁ ବିଶ୍ୱସ୍ତରୀୟ ଅନୁଷ୍ଠାନ କରିବା ପାଇଁ ପଦକ୍ଷେପ ନିଆଯାଇଛି । ଏନେଇ ୧୦ ଜଣିଆ ପରାମର୍ଶ କମିଟି ଗଠନ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିଜ୍ଞ ଡାକ୍ତରୀ ଦଳଙ୍କୁ ନିଯୁକ୍ତ କରିଛନ୍ତି । ଏସ୍ସିବିକୁ ବିଶ୍ୱସ୍ତରୀୟ ସଂଗଠନରେ ପରିଣତ କରିବା ପାଇଁ ଏହି ୧୦ ଜଣ ଡାକ୍ତରୀ ଦଳଙ୍କ ବିଶେଷ ସହଯୋଗ ରହିବ । ସେମାନଙ୍କ ପରାମର୍ଶରେ ଏସ୍ସିବିକୁ ବିଶ୍ୱସ୍ତରୀୟ ଅନୁଷ୍ଠାନରେ ପରିଣତ କରିବା ପାଇଁ ଯୋଜନା ହୋଇଛି ।
ଏହି ୧୦ ଜଣିଆ ପରାମର୍ଶ କମିଟିଙ୍କ ମଧ୍ୟରେ ୭ ଜଣ ପଦ୍ମ ପୁରଷ୍କାର ପ୍ରାପ୍ତ ଡାକ୍ତର ଥିବା ଜଣାପଡିଛି । ଅନ୍ୟ ୪ଜଣ ଏସ୍ସିବି ଆଲୁମିିନି ଅଛନ୍ତି । ଏହି ୧୦ ଜଣିଆ ଡାକ୍ତରୀ ଦଳରେ ସଦ୍ୟ ଅଛନ୍ତି ଡା.ରମାକାନ୍ତ ପଣ୍ଡା, ଡା.ଦେବୀ ସେଟ୍ଟୀ, ଡା.କେ ଶ୍ରୀନାଥ ରେଡ୍ଡୀ, ପ୍ରଫେସର ଡା.ସୁବ୍ରତ ଆଚାର୍ଯ୍ୟ, ପ୍ରଫେସର ଡା. ମୁକୁଟ ମିଞ୍ଜ, ଡା.ରାଜନ ବାଦୱେ, ପ୍ରଫେସର ନରୁଲା, ଡା.ଜିଏନ୍ ରାଓ, ପ୍ରଫେସର ଡା. ଦିଗାମ୍ବର ବେହେରା ଏବଂ ପ୍ରଫେସର ଡା. ପୂର୍ଣ୍ଣଚନ୍ଦ୍ର ମହାପାତ୍ର ।
ବର୍ତ୍ତମାନ ଏସିଆନ ହାର୍ଟ ଇନ୍ଷ୍ଟିଚ୍ୟୁଟର ଭାଇସ ଚେୟାରମ୍ୟାନ୍ ଏବଂ ମ୍ୟାନେଜିଂ ଡାଇରେକ୍ଟର ପଦବୀରେ ଅଛନ୍ତି ରମାକାନ୍ତ ପଣ୍ଡା । ଏଥିସହ ସେ କାର୍ଡିଓ ଭାସକୁଲାର ଥେରାସିକ ସର୍ଜରୀର ମୁଖ୍ୟ କନ୍ସଲଟାଂଟ ଭାବେ କାମ କରୁଛନ୍ତି ।
BREAKING NEWS
- ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ
- India attends UK meet: ହୋର୍ମୁଜ୍ ପାଇଁ ୬୦ରୁ ଅଧିକ ଦେଶ ହେଲେ ଏକତ୍ରିତ:ଭାରତ କହିଲା – ଆମେ ନାବିକମାନଙ୍କୁ ହରାଇଛୁ, ଉତ୍ତେଜନା ହ୍ରାସ ପାଇଁ…
- Nandankanan:ସୃଷ୍ଟି ହେଲା ନୂତନ ରେକର୍ଡ…ନନ୍ଦନକାନନରୁ ୨୬.୩୧ କୋଟିର ରାଜସ୍ୱ ସଂଗ୍ରହ
- Organ Donation: ପ୍ରାଣ ହରେଇବା ପରେ ବି ଅମର ହେଲେ ଚାଷୀ;ପ୍ରଶାସନ ପକ୍ଷରୁ ‘ଗାର୍ଡ ଅଫ ଅନର’ ପ୍ରଦାନ…
- କୋହଲିଙ୍କ ପରେ ରୋହିତଙ୍କୁ ପଛରେ ପକାଇଲେ ପାକିସ୍ତାନର ଏହି ବ୍ୟାଟ୍ସମ୍ୟାନ
- ଧମାକା କଲା ‘ରାମାୟଣ’ର ଟିଜର; ଭାବପ୍ରବଣ ହେଲେ ନିର୍ଦ୍ଦେଶକ କହିଲେ, ୭ ବର୍ଷର କଠିନ ପରିଶ୍ରମ…
- Kharazi ‘gravely wounded’:ଆମେରିକା-ଇସ୍ରାଏଲ ଆକ୍ରମଣରେ ଇରାନର ସର୍ବୋଚ୍ଚ ପରାମର୍ଶଦାତା ଖରାଜି ଗୁରୁତର
- ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ରାଜ୍ୟରେ ସକାଳୁଆ ସ୍କୁଲ ନିର୍ଦ୍ଦେଶ…
- ଆଇପିଏଲ: ୟେଶାଙ୍କୁ ଡେଟ କରୁଛନ୍ତି କି ସମୀର
- Unprecedented action: ରାଜନାଥ ସିଂହଙ୍କ ପାକିସ୍ତାନକୁ କଡା ଚେତାବନୀ; ‘ଅପରେସନ ସିନ୍ଦୂର ଏପର୍ଯ୍ୟନ୍ତ ଶେଷ ହୋଇନାହିଁ,ଦୁଃସାହସ କଲେ…’
Comments are closed.