ମୁମ୍ବାଇ: ଅଡୁଆରେ ବଲିଉଡ ଅଭିନେତ୍ରୀ ସ୍ୱରା ଭାସ୍କର । ଦେଶ ବିରୋଧୀ ମନ୍ତବ୍ୟ ଦେଇ ତାଙ୍କୁ ହଟହଟା ହେବାକୁ ପଡିଛି । ଲୋକଙ୍କୁ ଧର୍ମାନ୍ତିକରଣ କରିବା ନେଇ ତାଙ୍କ ନାଁରେ ଅଭିଯୋଗ ହୋଇଛି । ଏନେଇ କାନପୁର କୋର୍ଟରେ ସ୍ୱରା ଭାସ୍କରଙ୍କ ନାଁରେ ଏକ ପିଟିସନ ଦାଖଲ ହୋଇଛି ।
ଆବେଦନକାରୀ ବିଜୟ ବକ୍ସି, ସ୍ୱରା ଭାସ୍କରଙ୍କ ବିରୋଧରେ ବିଦ୍ୱେଶ ସୃଷ୍ଟି କରାଇବା, ଜାତି, ଧର୍ମ ଏବଂ ସମୁଦାୟକୁ ବିଭକ୍ତି କରିବା ସହ ଅବିଶ୍ୱାସ ଜନ୍ମାଇବା ଅଭିଯୋଗ କରିଛନ୍ତି । ଏହି ଆବେଦନର ଶୁଣାଣି ଆସନ୍ତା ମାର୍ଚ୍ଚ ୩୦ ତାରିଖରେ ହେବ ।
ତାଙ୍କ କହିବା ଅନୁସାରେ, ସ୍ୱରା ଭାସ୍କର ଜଣେ ଅଭିନେତ୍ରୀ ସହ ଜଣେ ପ୍ରସିଦ୍ଧ ବ୍ୟକ୍ତିତ୍ୱ ମଧ୍ୟ । ସେ ନିଜ ଭାଷଣ ଏବଂ ଟ୍ୱିଟ୍ ମାଧ୍ୟମରେ ବେଳେ ବେଳେ ଭାରତ ସରକାର, ସୁପ୍ରିମକୋର୍ଟ ସୁରକ୍ଷା ସଂସ୍ଥା ବିରୋଧରେ ଟିପ୍ପଣୀ ଦେଉଛନ୍ତି । ଯାହା ସମାଜରେ ଭେଦଭାବ ସୃଷ୍ଟି କରୁଛି । ଏହାଦ୍ୱାରା ଦେଶର ଚିତ୍ର ଖରାପ ହେଉଛି ବୋଲି ସେ କହିଛନ୍ତି ।
BREAKING NEWS
- ରିୟାଦରେ ଭୟଙ୍କର ଆକ୍ରମଣ:ସାଉଦି ଆରବ ବିମାନବନ୍ଦରରେ ହୁତି ବିଦ୍ରୋହୀଙ୍କ ମିସାଇଲ୍ ମାଡ଼ରେ ୧୨ ମୃତ, ୩୦୦ରୁ ଅଧିକ ଆହତ
- ଜେଲେନସ୍କିଙ୍କୁ ସମାଲୋଚନା କଲେ ଟ୍ରମ୍ପ: ନୂତନ ରାଷ୍ଟ୍ରପତି ଆସିବାର ସମୟ ଆସିଯାଇଛି
- ୪ବର୍ଷରେ ପାଣିରେ ବୁଡି ଗଲାଣି ୩୬୮୪ ଜୀବନ;୨୭୨୯ଜଣଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର…
- ମହାବିଦ୍ୟାଳୟ ପରିସରରେ ଵୋମା ମାଡ;କଲେଜ ପରିସରରେ ଭୟର ବାତାବରଣ
- ଭୋଟର ତାଲିକାରେ ନାମ ସାମିଲ ପାଇଁ ସ୍ୱତନ୍ତ୍ର ଅଭିଯାନ;ଯୁବ ଭୋଟରମାନଙ୍କଠାରୁ ୩୨,୦୬୭ଟି ଫର୍ମ-୬ ଆବେଦନପତ୍ର ଗ୍ରହଣ
- Attack on Airport:ସାଉଦି ଆରବ ଉପରେ ହୁତି ବିଦ୍ରୋହୀଙ୍କ ଆଉ ଏକ ଆକ୍ରମଣ;ବିମାନବନ୍ଦରକୁ କରାଗଲା ଟାର୍ଗେଟ
- ଏହି ଦିନ କଟକଚଣ୍ଡୀ ମନ୍ଦିର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ
- ୧୪ ବର୍ଷରେ ୬.୮ ଲକ୍ଷ ପେଙ୍ଗୁଇନ୍ ଗାଏବ ! ଆଣ୍ଟାର୍କଟିକାର ସର୍ବବୃହତ କଲୋନୀରେ ଘଟିଲା କ’ଣ ?
- ରୋନାଲ୍ଡୋଙ୍କ ଉପରେ ବଡ଼ କାର୍ୟ୍ୟାନୁଷ୍ଠାନ: ଏଫପିଏଫ ପକ୍ଷରୁ ଅସ୍ଥାୟୀ ଭାବେ କରାଗଲା ସସପେଣ୍ଡ
- ଜେଏସ୍ଡବ୍ଲ୍ୟୁ ଷ୍ଟିଲର ଓଡ଼ିଶା ଖଣି ବିଭାଗ ପକ୍ଷରୁ ‘ମାନସିକ ସ୍ୱାସ୍ଥ୍ୟ’ କାର୍ଯ୍ୟକ୍ରମ ଆୟୋଜିତ

Comments are closed.