ଭୁବନେଶ୍ୱର : ପୂର୍ବତନ ରାଜ୍ୟସଭା ସାଂସଦ ତଥା ବରିଷ୍ଠ ବିଜେଡି ନେତା ବୈଷ୍ଣବ ପରିଡ଼ାଙ୍କ ଦେହାନ୍ତରେ ରାଜନୀତି ଜଗତରେ ଶୋକର ଛାୟା ଖେଳିଯାଇଛି ।
ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ବିଭିନ୍ନ ରାଜନେତା ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।
Sad to hear the passing away of former Rajya Sabha MP Baishnab Charan Parida. My deep condolences to the bereaved family. May his soul rest in peace.
— Naveen Patnaik (@Naveen_Odisha) November 22, 2018
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ-
ପୂର୍ବତନ ସାଂସଦ ବୈଷ୍ଣବ ପରିଡାଙ୍କ ବିୟୋଗରେ ମୁଁ ମର୍ମାହତ। ଜଣେ ରାଜନେତା, ସାମାଜିକ କାର୍ଯ୍ୟକର୍ତା ଓ ଓଡ଼ିଆ ଭାଷା ସୁରକ୍ଷା ପାଇଁ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
— Dharmendra Pradhan (@dpradhanbjp) November 22, 2018
Deeply saddened to hear about the unfortunate demise of former MP, social activist and writer Shri Baishnab Charan Parida. I pray to Lord Jagannath to give his family and loved ones the strength to endure this moment of grave grief.
— Niranjan Patnaik (@NPatnaikOdisha) November 22, 2018
ଆହୁରି ମଧ୍ୟ ବୈଷ୍ଣବ ପରିଡ଼ାଙ୍କ ବିୟୋଗରେ ଓଡିଶା ବିଜେପି ସଭାପତି ବସନ୍ତ ପଣ୍ଡା, ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ ପ୍ରମୁଖ ଗଭୀର ଦୁଃଖ ବ୍ୟକ୍ତ କରିବା ସହ ଶୋକସନ୍ତପ ପରିବାର ସଦସ୍ୟଙ୍କୁ ସମବେଦନା ଜଣାଇଛନ୍ତି ।
ବିଜେପି ସଭାପତି ବସନ୍ତ ପଣ୍ଡା-
ପୂର୍ବତନ ସାଂସଦ ତଥା ଓଡିଆ ଭାଷା ଆନ୍ଦୋଳନର ଅନ୍ୟତମ ପୁରୋଧା ବୈଷ୍ଣବ ପରିଡ଼ା ଙ୍କ ବିୟୋଗ ରେ ମୁ ମର୍ମାହତ। ଓଡିଆ ଭାଷା ସୁରକ୍ଷା ପାଇଁ ତାଙ୍କ ଅବଦାନ ଅତୁଳନୀୟ ।
ତାଙ୍କ ଅମର ଆତ୍ମା ର ସଦଗତି କାମନା କରିବା ସହ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ଓଁ ଶାନ୍ତିଃ— Basanta Kumar Panda (@basantpandabjp) November 22, 2018
ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ-
I am greatly saddened by the sudden demise of Shri Baisnab Charan Parida. The erstwhile Member of Parliament was a multifaceted personality spanning many political parties. His contribution to the cause of Odia language and literature would be remembered forever. pic.twitter.com/RDgxyp5mir
— Kanak Vardhan Singh Deo (@KVSinghDeo1) November 22, 2018
Comments are closed.