ଭୁବନେଶ୍ୱର: ଓଡ଼ିଶାରେ କେବେ ବଢୁଛି ଓ କେବେ ଖସୁଛି କରୋନା ସଂକ୍ରମଣ । ଗତକାଲି ଅପେକ୍ଷା ଆଜି ରାଜ୍ୟରେ କମିଛି ଆକ୍ରାନ୍ତଙ୍କ ସଂଖ୍ୟା । ଦିନକରେ ଚିହ୍ନଟ ହୋଇଛନ୍ତି ୧୧ହଜାର ୫୯ ନୂଆ ଆକ୍ରାନ୍ତ । ଗତକାଲି ଏହି ସଂଖ୍ୟା ୧୨ ହଜାର ଉପରେ ରହିଥିଲା । ଆଜି କଟକରେ ବଢ଼ିଛି ସଂକ୍ରମଣ । ସର୍ବାଧିକ ୧୧ଶହ ୩୩ ପଜିଟିଭ୍ ବାହାରିଛନ୍ତି । ଗତକାଲି ସଂକ୍ରମିତଙ୍କ ସଂଖ୍ୟା ଥିଲା ୧୦୭୩ ।
Covid-19 Report For 23rd May
New Positive Cases: 11059
In quarantine: 6193
Local contacts: 4866(Details of local contacts will be shared by concerned Dist Administration)
District Wise Cases:
1. Angul: 859
2. Balasore: 400
3. Bargarh: 367
4. Bhadrak: 377
5. Balangir: 166— I & PR Department, Odisha (@IPR_Odisha) May 24, 2021
ଖୋର୍ଦ୍ଧାରେ କମିଛି । ଖୋର୍ଦ୍ଧାରୁ ଆଜି ୧୦୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ଥିଲା ୧୯୦୯ । ଅର୍ଥାତ ଦିନକରେ ୮୯୯ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୋଳରୁ ୮୫୯, ସୁନ୍ଦରଗଡ଼ରୁ ୭୨୯, ମୟୂରଭଞ୍ଜରୁ ୬୬୨ ଓ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୫୬୪ ପଜିଟିଭ୍ ।
21. Malkangiri: 98
22. Mayurbhanj: 662
23. Nawarangpur: 322
24. Nayagarh: 246
25. Nuapada: 44
26. Puri: 430
27. Rayagada: 177
28. Sambalpur: 379
29. Sonepur: 204
30. Sundargarh: 729
31. State Pool: 203— I & PR Department, Odisha (@IPR_Odisha) May 24, 2021
ନୂଆପଡ଼ା, ଗଜପତି ଓ ମାଲକାନଗିରି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ଭିତରେ ରହିଛି । ବାକି ସବୁ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଉପରେ ରହିଛି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୭ଲକ୍ଷ ୩ହଜାର ୪୪୧କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୫ଲକ୍ଷ ୮୯ହଜାର ୬୧୦ । ଏବେ ରାଜ୍ୟରେ ୧ଲକ୍ଷ ୧୧ହଜାର ୨୬୨ଟି ଆକ୍ଟିଭ୍ କେସ୍ ରହିଛି ।
New recoveries: 11627
Cumulative tested: 11375076
Positive: 703441
Recovered: 589610
Active cases: 111262— I & PR Department, Odisha (@IPR_Odisha) May 24, 2021
Comments are closed.