Latest Odisha News

BREAKING NEWS

ଆଜି ପୁରୀକୁ ନଯିବା ଲାଗି ଜନସାଧାରଣଙ୍କୁ ପରାମର୍ଶ ଦେଲେ ଡିଜିପି

ଭୁବନେଶ୍ୱର: ପୁରୀ ସହରର କିଛି ଅଂଶରେ କର୍ଫ୍ୟୁ ବଳବତ୍ତର ଥିବାରୁ ପୁରୀ ପରିଦର୍ଶନ ନକରିବାକୁ ଲୋକଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ଡିଜିପି ଅଭୟ ।

ଏନେଇ ସେ ଟ୍ୱିଟ୍ ମଧ୍ୟ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିବା ଲାଗି କୌଣସି ଭକ୍ତଙ୍କୁ ଅନୁମତି ଦିଆଯାଇନାହିଁ ।

ଅଧିକ ପଢନ୍ତୁ- ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

Leave A Reply

Your email address will not be published.