Latest Odisha News

BREAKING NEWS

ଆଜି ଶ୍ରୀଜୀଉଙ୍କ ଆଡପ ମଣ୍ଡପ ବିଜେ

ପୁରୀ : ତିନି ରଥ ଗତକାଲି ଠାରୁ ଗୁଣ୍ଡିଚା ମନ୍ଦିରରେ ଲାଗିଛି । ଆଜି ଜନ୍ମବେଦୀକୁ ବିଜେ କରିବେ ଚତୁର୍ଦ୍ଧାମୂର୍ତ୍ତି । ଆଜି ଦିନ ଦୁଇଟା ସୁଦ୍ଧା ପହଣ୍ଡି କରି ନିଆଯିବ ବୋଲି ନିଷ୍ପତ୍ତି ହୋଇଛି । କରୋନା କଟକଣା ମଧ୍ୟରେ ସବୁ ରୀତିନୀତି କରାଯିବ ।

ଶ୍ରୀଜୀଉଙ୍କୁ ଆଡପମଣ୍ଡପରେ ଦର୍ଶନ ପାଇଁ ଭକ୍ତଙ୍କ ମଧ୍ୟରେ ବେଶ୍ ଉତ୍କଣ୍ଠା ଥାଏ । କିନ୍ତୁ ଚଳିତ ବର୍ଷ ଏସବୁ ବନ୍ଦ । ନଅ ଦିନ କାଳ ମାଉସୀ ଘରେ ଜନ୍ମବେଦୀରେ ବିନା ଭକ୍ତରେ ଦର୍ଶନ ଦେବେ ତିନିଠାକୁର ।

Leave A Reply

Your email address will not be published.