Latest Odisha News

BREAKING NEWS

ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ

ଭୁବନେଶ୍ବର: ବାଜି ମାରିଲା ବିଜେପି । ଏକାମ୍ର ଭୁବନେଶ୍ୱରରେ ଜିତିଲେ ବିଜେପି ବିଧାୟକ ପ୍ରାର୍ଥୀ ବାବୁ ସିଂ ।ଚଳିତ ନିର୍ବାଚନରେ  ହାରି ଯାଇଛନ୍ତି ବିଜେଡିର ଅନେକ ହେଭି ୱେଟ୍ ନେତା। ବିଜେଡି ପ୍ରାର୍ଥୀ ଅଶୋକ ପଣ୍ଡାଙ୍କୁ ହରାଇ ବିଜୟୀ ହୋଇଛନ୍ତି ବାବୁ ସିଂ ।

ଲଗାତାର ବିଧାୟକ ଭାବେ ନିର୍ବାଚିତ ହେଉଥିଲେ ଏକାମ୍ର ଭୁବନେଶ୍ୱର ଆସନରୁ ଅଶୋକ ପଣ୍ଡା । ହେଲେ ଚଳିତ ନିର୍ବାଚନରେ ଅଶୋକ ପଣ୍ଡାଙ୍କୁ ହରାଇ ବାବୁ ସିଂ ଏକାମ୍ର ଭୁବନେଶ୍ୱରରୁ ବିଜୟୀ ହେଇଛନ୍ତି ।

 

Leave A Reply

Your email address will not be published.