ଭୁବନେଶ୍ବର: ତୃତୀୟ ରାଉଣ୍ଡ ସୁଦ୍ଧା ଆଗରେ ରହିଛି ବିଜେପି । ଲୋକସଭା ଆସନରେ ଏଥର ରେକର୍ଡ ସଂଖ୍ୟକ ଭୋଟ ହାତେଇପାରେ ବିଜେପି । ବର୍ତମାନ ସୁଦ୍ଧା ବିଜେପି ୧୮ ଟି ଆସନରେ ଲିଡ୍ କରୁଥିବା ବେଳେ ବିଜେଡି ୨ଟି ଓ କଂଗ୍ରେସ ଗୋଟିଏରେ ଲିଡ୍ କରୁଛି ।
ଦେଖନ୍ତୁ ଓଡିଶା ଲୋକସଭାରେ ଏଯାବତ କିଏ କେଉଁଠି ଆଗୁଆ;
- ଭୁବନେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଆଗୁଆ
- ପୁରୀ ଲୋକସଭାରେ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ର ଆଗୁଆ
- କେନ୍ଦୁଝର ଲୋକସଭାରେ ବିଜେପି ପ୍ରାର୍ଥୀ ଅନନ୍ତ ନାୟକ ଆଗୁଆ
- ବଲାଙ୍ଗୀର ଲୋକସଭାରେ ବିଜେପି ପ୍ରାର୍ଥୀ ସଂଗୀତା ସିଂହଦେଓ ଆଗୁଆ
- କଳାହାଣ୍ଡି ଲୋକସଭାରେ ବିଜେପି ପ୍ରାର୍ଥୀ ମାଳବିକା କେଶରୀ ଦେଓ ଆଗୁଆ
- ସମ୍ବଲପୁର ଲୋକସଭାରେ ବିଜେପି ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ ଆଗୁଆ
- ବରଗଡ଼ ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ଆଗୁଆ
- କେନ୍ଦ୍ରାପଡା ଲୋକସଭାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଆଗୁଆ
- ସୁନ୍ଦରଗଡ଼ ଲୋକସଭାରେ ବିଜେପି ପ୍ରାର୍ଥୀ ଜୁଏଲ ଓରାମ ଆଗୁଆ
- ଢେଙ୍କାନାଳ ଲୋକସଭାରେ ବିଜେପି ପ୍ରାର୍ଥୀ ରୁଦ୍ର ନାରାୟଣ ପାଣି ଆଗୁଆ
- ବାଲେଶ୍ବର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରତାପ ଷଡଙ୍ଗୀ ଆଗୁଆ
- ବ୍ରହ୍ମପୁର ଲୋକସଭାରେ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଆଗୁଆ
- ଆସିକା ଲୋକସଭାରେ ବିଜେପି ପ୍ରାର୍ଥୀ ଅନିତା ଶୁଭଦର୍ଶିନୀ ଆଗୁଆ
- ଭଦ୍ରକ ଲୋକସଭାରେ ବିଜେପି ପ୍ରାର୍ଥୀ ଅଭିମନ୍ୟୁ ସେଠୀ ଆଗୁଆ
- ନବରଙ୍ଗପୁର ଲୋକସଭାରେ ବିଜେପି ପ୍ରାର୍ଥୀ ବଳଭଦ୍ର ମାଝୀ ଆଗୁଆ
- ଜଗତସିଂହପୁର ଲୋକସଭାରେ ବିଜେପି ପ୍ରାର୍ଥୀ ବିଭୂପ୍ରସାଦ ତରାଇ ଆଗୁଆ
- କଟକ ଲୋକସଭାରେ ବିଜେପି ପ୍ରାର୍ଥୀ ଭର୍ତ୍ତୃହରି ମହତାବ ଆଗୁଆ
- ମୟୂରଭଞ୍ଜ ଲୋକସଭାରେ ବିଜେପି ପ୍ରାର୍ଥୀ ନବଚରଣ ମାଝୀ ଆଗୁଆ
- ଯାଜପୁର ଲୋକସଭାରେ ବିଜେଡି ପ୍ରାର୍ଥୀ ଶର୍ମିଷ୍ଠା ସେଠୀ ଆଗୁଆ
- କନ୍ଧମାଳ ଲୋକସଭାରେ ବିଜେଡି ପ୍ରାର୍ଥୀ ଅଚ୍ୟୁତ ସାମନ୍ତ ଆଗୁଆ
- କୋରାପୁଟ ଲୋକସଭାରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ
Comments are closed.