ଭୁବନେଶ୍ୱର: ଓଡିଶା ଏଫସି ସେଂଟର ଫରୱାର୍ଡ ଡାନିଏଲ ଲାଲଲିମ୍ପୁଆଙ୍କ ଚୁକ୍ତି ସମୟ ସୀମା ବୃଦ୍ଧି କରାଇଛି । ମିଜୋରମର ଏହି ଷ୍ଟାର ଖେଳାଳୀ ୨୦୨୨ ପର୍ଯ୍ୟନ୍ତ ଇଣ୍ଡିଆନ ସୁପର ଲିଗ୍ ଫୁଟବଲର ଓଡିଶା ଟିମ୍ ସହିତ ରହିବେ । ଡାନିଏଲ ଚେନ୍ନାଇନ୍ ଏଫସି ଓ ବେଙ୍ଗାଲୁରୁ ଏଫସି ପକ୍ଷରୁ ଖେଳି ସାରିଛନ୍ତି । ୨୨ ବର୍ଷୀୟ ଡାନିଏଲ ନିକଟରେ ଶେଷ ହୋଇଥିବା ଆଇଏସଏଲର ୬ଷ୍ଠ ସଂସ୍କରଣରେ ୧୬ଟି ମ୍ୟାଚ ଖେଳିଥିଲେ ।
ଓଡିଶା ଏଫସି ମାଲିକ ରୋହନ ଶର୍ମା ଏହି ଯୁବ ଖେଳାଳିଙ୍କୁ ପ୍ରଶଂସା କରିଛନ୍ତି । ଡାନିଏଲ ଆମ ଟିମ୍ ପାଇଁ ଜରୁରୀ ବୋଲି ସେ କହିଛନ୍ତି । ଓଡିଶା ଫ୍ୟାମିଲି ସହିତ ଜଡିତ ହୋଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ବୋଲି ଡାନିଏଲ କହିଛନ୍ତି । କୋଚ, ସପୋର୍ଟିଂ ଷ୍ଟାଫ୍ ଓ ସାଥୀ ଖେଳାଳିମାନେ ସମସ୍ତ ପ୍ରକାର ସହଯୋଗ କରୁଛନ୍ତି ବୋଲି ସେ କହିଛନ୍ତି ।
BREAKING NEWS
- Cough Syrup Seized: ଶତାଧିକ ବୋତଲ କଫ୍ ସିରପ୍ ଓ ନିଶା ଟାବଲେଟ୍ ଜବତ, ୩ ଗିରଫ
- Earthquake: ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨
- ଇସ୍ରାଏଲର ବଡ ଦାବି, ଆକ୍ରମଣରେ ଇରାନ ନୂଆ ରକ୍ଷାମନ୍ତ୍ରୀଙ୍କର ମୃତ୍ୟୁ, ଦିନକ ପୂର୍ବରୁ…
- KP Unnikrishnan Passed Away: ପରଲୋକରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ କେ.ପି ଉନ୍ନିକୃଷ୍ଣନ
- Turtles Seized: ବିକ୍ରି ପୂର୍ବରୁ ୨୦୦ ଜୀବନ୍ତ କଇଁଛ ଜବତ, ମାଫିଆ ଫେରାର
- Rajyasabha Election: ରାଜ୍ୟସଭା ନିର୍ବାଚନ ନେଇ ଆସିଲା ବଡ ଖବର, ଦିଲ୍ଲୀପ ରାୟ ହେବେ ସ୍ବାଧୀନ ପ୍ରାର୍ଥୀ..
- ଟି୨୦ ବିଶ୍ୱକପ: ଭାରତରେ ଫସି ରହିଛନ୍ତି ଜିମ୍ବାୱେ, ୱେଷ୍ଟଇଣ୍ଡିଜ ଟିମ
- BJP Rajya Sabha Candidates Name: ରାଜ୍ୟସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ଏହିମାନଙ୍କ ନାଁ ଦେଲେ କେନ୍ଦ୍ରୀୟ କମିଟି…
- ମୁମ୍ବାଇ ବିମାନବନ୍ଦରରେ ଅବତରଣ କଲା ଦୁବାଇ ବିମାନ
- Bomb Threat: କେନ୍ଦୁଝର ଜିଲ୍ଲା ଦୌରାଜଜ୍ଙ୍କ କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଧମକ
Comments are closed.