ଭୁବନେଶ୍ୱର: ଓଡିଶା ଏଫସି ମ୍ୟାନେଜମେଂଟ ଗୁରୁବାର ମିଜୋରମର ଜେରୀ ମାୱିହିମଙ୍ଗଥାଙ୍ଗାଙ୍କ ଚୁକ୍ତି ମିଆଦ ବୃଦ୍ଧି କରିଛି । ୨୪ ବର୍ଷୀୟ ଏହି ଷ୍ଟାର ଖେଳାଳି ଓଡିଶା ଏଫସି ପକ୍ଷରୁ ୨ଟି ସିଜନରେ ୩୪ ମ୍ୟାଚ ଖେଳି ୪ ଗୋଲ ସ୍କୋର କରିଥିବା ବେଳେ ୧୦ରେ ସହାୟତା କରିଥିଲେ । ୨୦୧୯-୨୦ରେ ସେ ଏଫପିଏଆଇ ଉଦୀୟମାନ ଯୁବ ଖେଳାଳି ପୁରସ୍କାର ହାତେଇଥିଲେ ।
ଜେରୀ ଆଇଏସଏଲରେ ନର୍ଥଇଷ୍ଟ ୟୁନାଇଟେଡ ଓ ଜାମସେଦପୁର ପକ୍ଷରୁ ଖେଳିଛନ୍ତି । ଜେରୀଙ୍କ ଚୁକ୍ତି ମିଆଦ ବୃଦ୍ଧି କରିବା ନେଇ ମଁ ବ୍ୟକ୍ତିଗତ ଭାବେ ଖୁସି ବୋଲି ଓଡିଶା ଏଫସି ସିଇଓ ରୋହନ ଶର୍ମା କହିଛନ୍ତି । ଜେରୀ ମଧ୍ୟ ଓଡିଶା ଏଫସି ଟିମ ସହିତ ରହିବା ଖୁସି ତଥା ଗର୍ବର କଥା ବୋଲି କହିଛନ୍ତି ।
BREAKING NEWS
- Odisha Vigilance: ଭିଜିଲାନ୍ସ ହାତରେ କୋଟିପତି ଫରେଷ୍ଟର ନିରଞ୍ଜନ ଶତପଥୀ
- Atal Canteen: ଆରମ୍ଭ ହେଲା ‘ଅଟଳ କ୍ୟାଣ୍ଟିନ୍’ ମାତ୍ର ୫ ଟଙ୍କାରେ ରୁଟି,ଭାତ,ଡ଼ାଲି, ତରକାରୀ ସବୁକିଛି…
- ଖୋର୍ଦ୍ଧା ହେବ ସମୃଦ୍ଧ ଓଡିଶାର ଏକ ନମ୍ବର ଜିଲ୍ଲା
- ଭିଜିଲାନ୍ସ ଜାଲରେ ମାଲକାନଗିରି ବ୍ଳକର କନିଷ୍ଠ ଯନ୍ତ୍ରୀ ନିହାର ସରକାର
- Ex-MLA Sanchita Mohanty Passes Away: ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ
- ISIS ଆତଙ୍କବାଦୀ ଆଡ୍ଡା ଉପରେ ଆମେରିକାର ଏୟାରଷ୍ଟ୍ରାଇକ: ସାମ୍ନାକୁ ଆସିଲା ଭିଡିଓ, ଜାଣନ୍ତୁ କଣ କହିଲେ ଟ୍ରମ୍ପ
- Indian Railways: ବର୍ଦ୍ଧିତ ରେଳଭଡା ଲାଗୁକଲା ଭାରତୀୟ ରେଳବାଇ
- Cold Wave: ଜାଡ଼ରେ ଥରୁଛି ଓଡ଼ିଶା, ୨ ଦିନ ପାଇଁ ୫ ଜିଲ୍ଲାକୁ ୟେଲୋ ଆଲର୍ଟ
- ପୁଣି ଚାନ୍ଦବାଲିରେ ଲଜ୍ଜା, ଘରେ ପଶି ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ
- Gold Mines: ‘୩ଟି ଖଣିରେ ୧୫୮୬ କେଜି ସୁନା ଥିବା ମିଳିଛି ସନ୍ଧାନ’
Comments are closed.