Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ମନ୍ଦିର ରତ୍ନ ଭଣ୍ଡାରର ଅନୁଧ୍ୟାନ ପାଇଁ ଓଡିଶା ସରକାରଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ପୁରୀ ଜଗନ୍ନାଥ ମନ୍ଦିରରେ ଥିବା ‘ରତ୍ନ ଭଣ୍ଡାର’ର ଅଳଙ୍କାର ଗୁଡିକର ଅନୁଧ୍ୟାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଓଡିଶା ସରକାର ।

ଏସମ୍ପର୍କରେ ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜଗନ୍ନାଥ ମନ୍ଦିର ପ୍ରଶାସନକୁ ଏକ ଚିଠି କରାଯାଇଛି ।

ଆହୁରି ମଧ୍ୟ ମୁକ୍ତି ମଣ୍ଡପରେ ଖାଲି ପଡିଥିବା ପଦବୀ ଗୁଡିକୁ ପୂରଣ କରିବା ପାଇଁ ମନ୍ଦିର ପ୍ରଶାସନକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.