Latest Odisha News

BREAKING NEWS

ରାଜ୍ୟର ୫ଟିି ଜିଲ୍ଲାରେ ଟିକାକରଣ ହାର କମ ରହିଛି : ବିଜୟ ପାଣିଗ୍ରାହୀ

ଭୁବନେଶ୍ୱର : ରାଜାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଛି । ୫ ଜିଲ୍ଲାରେ ଟିକାକରଣ ହାର କମ୍ ରହିଛି ଏନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଅନୁଗୁଳ ମୟୂଭଞ୍ଜ , ଜଗପତି, କଟକ ସୁନ୍ଦରଗଡରେ ଟିକାକରଣ ହାର କମ ରହିଛି ।

ଏହି ଅଞ୍ଚଳରେ ଅଧିକାଂଶ ଲୋକମାନେ ପ୍ରଥମ ଡୋଜ ଟିକା ନେଇନାହାନ୍ତି । ମୟୂରଭଞ୍ଜରେ ମଧ୍ୟ ଅଧିକାଂଶ ଲୋକ ଦ୍ୱିତୀୟ ଡୋଜ ଟିକା ନେଇନଥିବା ସୂଚନା ମିଳିଛି । ଯେହେତୁ ଏହି ସବହୁ ଜିଲ୍ଲାରେ ଟିକାରଣ ହାର କମ ରହିଛି ମୋବାଇଲ ଭ୍ୟାନ ଦ୍ୱାରା ଲୋକମାନଙ୍କୁ ଟିକା ଦିଆଯାଉଛି ।ଅଞ୍ଚଳରେ ଟିକାକରଣ ନେଇ ଲୋକମାନଙ୍କୁ ସଚେତନ କରାଯାଉଛି ।

Leave A Reply

Your email address will not be published.