Latest Odisha News

ବନ୍ୟା ବିପନ୍ନଙ୍କ ପାଇଁ ୬ ଲକ୍ଷ ଟଙ୍କା ଦେଲା ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍

ଭୁବନେଶ୍ୱର: ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍, ଓଡ଼ିଶା ବନ୍ୟା ବିପନ୍ନଙ୍କୁ ସହାୟତା ପାଇଁ ଆଗେଇ ଆସିଛି । HRAO ରାଜ୍ୟ ସରକାରଙ୍କୁ ବନ୍ୟା ବିପନ୍ନଙ୍କ ଲାଗି ୬ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛି ।

ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ରଙ୍କ ଜରିଆରେ ଓଡ଼ିଶା ହୋଟେଲ ଓ ରେଷ୍ଟୁରାଣ୍ଟ ଆସୋସିଏସନ୍ ୬ ଲକ୍ଷ ୨୦୨ ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅଗଷ୍ଟ ମାସରେ ଲଘୁଚାପ ପ୍ରଭାବରେ ଲଗାଣା ବର୍ଷାରେ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜି ଥିଲା ।

Leave A Reply

Your email address will not be published.