Latest Odisha News

BREAKING NEWS

ରାଜ୍ୟସଭା ‘ପିଟିସନ କମିଟି’ର ସଭାପତି ହେଲେ ଓଡିଶା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଓ ରାଜ୍ୟସଭାର ସଭାପତି ଭେଙ୍କେୟା ନାଇଡୁ ‘ଆଠ ସଦନ ସମିତି’ର ପୁନଃ ଗଠନ କରିଛନ୍ତି।

ଆରଜେଡି ସାଂସଦ ମନୋଜ ଝାଙ୍କ ସ୍ଥାନରେ ଏଥିକ୍ସ୍ କମିଟିର ଅଧ୍ୟକ୍ଷ ଭାବରେ ବିଜେପିର ନାୟରଣ ଲାଲ ପଂଚରିଆଙ୍କୁ ଦାୟିତ୍ବ ମିଳିଛି ।

ସେହିପରି ଓଡିଶା ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପିର ପ୍ରଭାତ ଝାଙ୍କ ସ୍ଥାନରେ ‘ପିଟିସନ କମିଟି’ର ସଭାପତି ଭାବେ ଦାୟିତ୍ବ ଦିଆଯାଇଛି ।

Leave A Reply

Your email address will not be published.