ଭୁବନେଶ୍ୱର : ରାଜ୍ୟରେ ଆଜି ପୌର ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି । ଭୁବନେଶ୍ୱରରେ କିଏ କେଉଁ ୱାର୍ଡରେ ବିଜୟୀ ହେଲେ ଦେଖନ୍ତୁ ଏହି ରିପୋର୍ଟରେ । ଏହି ରିପୋର୍ଟରୁ ଜଣାପଡିଛି କି ପୌର ନିର୍ବାଚନରେ ବିଜେଡିର ଐତିହାସିକ ବିଜୟ ହୋଇଛି । ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ୱାର୍ଡ ଦଖଲ କରିଛି ବିଜେଡି ।ଭୁବନେଶ୍ୱର ମହାନଗର ନିଗମରୁ ୪୭ଟି ୱାର୍ଡ ଦଖଲ କରିଛି ବିଜେଡି । ୧୦ଟି ଆସନରେ ମନ ବୁଝେଇଛି ବିଜେପି ଓ ସ୍ୱାଧିନ ୯ଟି ଆସନ ହାତେଇଛି । ଭୁବନେଶ୍ୱର ମହାନଗର ନିଗମରୁ କଂଗ୍ରେସ ମୁଳପୋଛ ହୋଇଯାଇଛି ।
ୱାର୍ଡ ୧- ବିଜେଡି ମିହିର ରାଉତ
ୱାର୍ଡ ୨- ବିଜେଡି ମୋନାଲିସା ବେହେରା
ୱାର୍ଡ ୩- ବିଜେପି ଲକ୍ଷ୍ମୀ ପ୍ରିୟା ପରିଡା।
ୱାର୍ଡ ୪- ବିଜେପି ସୁକୁମାର ସାହୁ
ୱାର୍ଡ ୫- ବିଜେଡି ମିନୁଶ୍ରୀ ଖୁଣ୍ଟିଆ
ୱାର୍ଡ ୬- ବିଜେଡି ପ୍ରୀତିନନ୍ଦା ରାଉତରାୟ
ୱାର୍ଡ ୭- ବିଜେପି ଜସୋଧରା ପ୍ରଧାନ
ୱାର୍ଡ ୮- ବିଜେଡି ଲାଲ ମୋହନ ଟୁଡୁ
ୱାର୍ଡ ୯- ସ୍ୱାଧୀନ ସସ୍ମିତା ସାହୁ।
ୱାର୍ଡ ୧୦- ବିଜେଡି ସେକ ନୁର ହାସନ।
ୱାର୍ଡ ୧୧- ବିଜେଡି ପ୍ରଭାସିନୀ ମହାନ୍ତି।
ୱାର୍ଡ ୧୨- ବିଜେଡି ଜୟନ୍ତୀ ସାହୁ
ୱାର୍ଡ ୧୩- ସ୍ୱାଧୀନ ଇତିଶ୍ରୀ ଦାସ
ୱାର୍ଡ ୧୪- ବିଜେଡି ମନୋଳିସା ସାହୁ।
ୱାର୍ଡ ୧୫- ସ୍ୱାଧୀନ ପିଙ୍କି ସ୍ୱାଇଁ
ୱାର୍ଡ ୧୬- ବିଜେଡି ଅଚ୍ୟୁତାନନ୍ଦ ସ୍ୱାଇଁ।
ୱାର୍ଡ ୧୭ – ବିଜେଡି ପୂଜା ମହାରଣା।
ୱାର୍ଡ ୧୮- ବିଜେଡି ବିଲ୍ପବ ବେହେରା।
ୱାର୍ଡ ୧୯- ବିଜେଡି ସ୍ମୃତି ଶିଖା ବରିସଲ
ୱାର୍ଡ ୨୦- ବିଜେଡି ପ୍ରେମାନନ୍ଦ ଜେନା
ୱାର୍ଡ ୨୧-
ୱାର୍ଡ ୨୨- ବିଜେଡି ମଞ୍ଜୁଳାତା କଂର।
ୱାର୍ଡ ୨୩- ବିଜେଡି କିରଣ ଵାଲା ମାଝି
ୱାର୍ଡ ୨୪- ସ୍ୱାଧୀନ ଦୀପକ ମିଶ୍ର
ୱାର୍ଡ ୨୫- ବିଜେଡି ମାନସୀ ରାଣୀ ସୁନ୍ଦରାୟ।
ୱାର୍ଡ ୨୬- ବିଜେଡି ଭାରତୀ ସିଂ
ୱାର୍ଡ ୨୭- ବିଜେଡି- ଶୁଭ୍ରାଂଶୁ ପଟ୍ଟନାୟକ
ୱାର୍ଡ ୨୮- ବିଜେଡି- ଝରଣା ରାଣୀ ପତି।
ୱାର୍ଡ ୨୯- ବିଜେପି- ଅପରୁପ ନାରାୟଣ ରାଉତ
ୱାର୍ଡ ୩୦ – ବିଜେଡି- ରାଜକିଶୋର ଦାସ।
ୱାର୍ଡ ୩୧- ବିଜେଡି- ରାଜା ମହାପାତ୍ର।
ୱାର୍ଡ ୩୨- ବିଜେଡି- ଶ୍ରୀଧର ଜେନା।
ୱାର୍ଡ ୩୩- ବିଜେପି- ଧରିତ୍ରୀ ଜେନା
ୱାର୍ଡ ୩୪- ବିଜେଡି- ପୁଷ୍ପାଞ୍ଜଳି ସେଠୀ।
ୱାର୍ଡ ୩୫- ବିଜେଡି- ରଞ୍ଜୁଲତା ରାୟ
ୱାର୍ଡ ୩୬- ବିଜେଡି- ଅଲିଅଳି ମାଲିକ
ୱାର୍ଡ ୩୭ ସ୍ୱାଧୀନ- ବନ୍ଦିତା ପାଲ
ୱାର୍ଡ ୩୮- ବିଜେଡି- ପଦ୍ମଜା ପ୍ରିୟଦର୍ଶୀ ଜେନା
ୱାର୍ଡ ୩୯- ବିଜେପି- ଗୀତାଞ୍ଜଳି ସାହୁ।
ୱାର୍ଡ ୪୦- ବିଜେଡି- ଆସିୟା ବେଗମ
ୱାର୍ଡ ୪୧- ବିଜେଡି- କବିତା ସ୍ୱାଇଁ
ୱାର୍ଡ ୪୨- ବିଜେଡି- ଆଶିଷ କୁମାର ପଟ୍ଟନାୟକ।
ୱାର୍ଡ ୪୩- ବିଜେଡି- ଭରତ କୁମାର ଲେଙ୍କା।
ୱାର୍ଡ ୪୪- ବିଜେଡି- ଅଜିତ ବେହେରା
ୱାର୍ଡ ୪୫- ବିଜେଡି- ଅମରେଶ ଜେନା
ୱାର୍ଡ ୪୬- ସ୍ୱାଧୀନ- ପୁଷ୍ପିତା ରାଉତ।
ୱାର୍ଡ ୪୭- ବିଜେଡି- ସମିତା ମହାନ୍ତି
ୱାର୍ଡ ୪୮- ବିଜେପି- ସୁଚିତ୍ରା ପାତ୍ର
ୱାର୍ଡ ୪୯- ବିଜେଡି- ପୁଷ୍ପିତା ପଟ୍ଟନାୟକ।
ୱାର୍ଡ ୫୦- ବିଜେଡି- ରାମଚନ୍ଦ୍ର ରଣସିଂହ
ୱାର୍ଡ ୫୧- ବିଜେଡି- ବିନୟନି ଜେନା
ୱାର୍ଡ ୫୨- ବିଜେଡି- ଶ୍ରୀଧର ବେହେରା।
ୱାର୍ଡ ୫୩- ବିଜେଡି- ମହାମାୟା ସ୍ୱାଇଁ
ୱାର୍ଡ ୫୪- ବିଜେଡି- ଶିବ ପ୍ରସାଦ ବେହେରା
ୱାର୍ଡ ୫୫ ବିଜେଡି- ନୃପେସ ନାୟକ।
ୱାର୍ଡ ୫୬ ବିଜେଡି- କେ ଶାନ୍ତି।
ୱାର୍ଡ ୫୭- ବିଜେଡି- ସନ୍ତୋଷ କୁମାର ସିଂ
ୱାର୍ଡ ୫୮- ସ୍ୱାଧୀନ- ନମିତା ମହାପାତ୍ର
ୱାର୍ଡ ୫୯ ବିଜେଡି- ବିରଞ୍ଜିନରାୟଣ ମହାସୁପକାର
ୱାର୍ଡ ୬୦- ସ୍ୱାଧୀନ- ଚନ୍ଦ୍ରଶେଖର ମଲିଆ
ୱାର୍ଡ ୬୧- ବିଜେଡ- ଶିବପ୍ରସାଦ ରାୟ
ୱାର୍ଡ ୬୨- ବିଜେଡି- ଚାରୂଲତା ସାମନ୍ତରାୟ
ୱାର୍ଡ ୬୩- ବିଜେପି- ସୁଜାତା ଛୋଟରାୟ।
ୱାର୍ଡ ୬୪- ବିଜେଡି- ସକିବା ମୂସାରପ
ୱାର୍ଡ ୬୫ ସ୍ୱାଧୀନ- ରଶ୍ମିରେଖା ପାଟ୍ଟଶାଣୀ
ୱାର୍ଡ ୬୬- ବିଜେଡି- ଛବି ଦାସ।
ୱାର୍ଡ ୬୭- ବିଜେପି- ମଧୁସ୍ମିତା ପ୍ରଧାନ ବିଜୟ ହୋଇଛନ୍ତି।
Comments are closed.