ସୁବର୍ଣ୍ଣପୁର : ରାତି ପାହିଲେ ହେବ ଭୋଟ । ଏବେଠାରୁ ପୋଲିଂ ପାର୍ଟି ବୁଥ୍ ମୁହାଁ ହେଲେଣି । ସୁବର୍ଣ୍ଣପୁର ଜିଲ୍ଲାରେ ଗୋଟିଏ ପୌର ପରିଷଦ ଓ ଦୁଇଟି ଏନଏସି ତରଭା ଓ ବନିକାରେ ମତଦାନ ହେବ । ସେଥିପାଇଁ ବୁଥ ଗୁଡିକରେ ପ୍ରସ୍ତୁତି ମଧ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚିଛି ।ସୋନପୁରେ ୧୫ ଟି ୱାର୍ଡ ପାଇଁ ୨୧ ଟି ବୁଥରେ ୧୬ ହଜାର ୭୮୫ ଭୋଟର ଭୋଟ ଦେବେ ।ସେହିପରି ବନିକାରେ ଏନଏସିରେ ୧୨ ଟି ୱାର୍ଡ ପାଇଁ ୧୫ ଟି ବୁଥରେ ମତଦାନ ସାବ୍ୟସ୍ତ କରିବେ ୧୨, ୫୧୫ ଜଣ ଭୋଟର । ତରଭାରେ ୧୨ଟି ୱାର୍ଡ ପାଇଁ ୧୨ଟି ବୁଥରେ ୬,୫୫୬ ଭୋଟର ଭୋଟ ଦେବାର ବ୍ୟବସ୍ଥା ହୋଇଛି ।ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ମଧ୍ୟ ଚୁଡାନ୍ତ ପର୍ଯ୍ୟାୟରେ । ନିର୍ବାଚନ ଶାନ୍ତି ଶୃଙ୍ଖଳାକୁ କରିବା ପାଇଁ ବ୍ୟାପକ ପୋଲିସ ମୃତୟନ କରାଯାଇଛି ।
BREAKING NEWS
- Asian Games 2026: ସୁଟିଂରେ ସୁନା ଜିତିଲେ ନୀରୁ
- OSSTET ଗୁଜବକୁ ନେଇ BSEର ଖଣ୍ଡନ, ୩୦ରେ ହେବ ପରୀକ୍ଷା
- CEC’s removal: ଦୁଇ ନିର୍ବାଚନ କମିଶନରଙ୍କୁ କ’ଣ ପଦରୁ ହଟାଇପାରିବେ CEC ଜ୍ଞାନେଶ କୁମାର? ତାଙ୍କୁ ହଟାଇବା ପାଇଁ ବି କ’ଣ ରହିଛି ନିୟମ?
- Drishyam: The Conclusion Craze, ପ୍ରି-ଟିକେଟ୍ ବିକ୍ରିରେ ରେକର୍ଡ
- IT to Auto Rider: ଆଇଟି ଚାକିରି ଛାଡ଼ି ଯୁବତୀ ଚଲାଇଲେ ରାପିଡୋ ଅଟୋ, କହିଲେ, ‘ମିଳୁଛି ଅଧିକ ରୋଜଗାର, ଅଛି ସ୍ବାଧୀନତା…’
- ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ଡାକରା ଦେଲା ‘ଇଣ୍ଡିଆ’ ମେଣ୍ଟ
- Paris Fashion Week: ବ୍ଲାକ୍ ଭେଲଭେଟ୍ ଗାଉନରେ ଐଶ୍
- Revanth Reddy’s Remarks: ‘ଶିବ ଗରିବଙ୍କ ଭଗବାନ, ରାମ ଧନୀଙ୍କ’! ମୁଖ୍ୟମନ୍ତ୍ରୀଙ୍କ ଏମିତି ମନ୍ତବ୍ୟକୁ ନେଇ ବିବାଦ, ବିଜେପିର ପାଲଟା ଜବାବ
- FBIର ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଗୋଲ୍ଡି ବ୍ରାର ନାଁ
- CEC ଜ୍ଞାନେଶ କୁମାରଙ୍କୁ ନିଲମ୍ବନ ପାଇଁ ଆବେଦନ, ଆସନ୍ତା ସପ୍ତାହରେ ସୁପ୍ରିମକୋର୍ଟରେ ଶୁଣାଣି


Comments are closed.