ବ୍ରହ୍ମପୁର: ବ୍ରହ୍ମପୁରରେ କରୋନା ଭୂତାଣୁକୁ ନେଇ ୧୪୪ ଧାରା ଜାରି ପରେ ଏବେ ସବୁ ସପିଂ ମଲ୍ ଓ ଶୋ’ ରୁମ୍କୁ ବନ୍ଦ କରାଯାଇଛି । ଏନେଇ ସୋମବାର ଗଂଜାମ ଜିଲ୍ଲା ପ୍ରଶାସନ ତଥା ବ୍ରହ୍ମପୁର ମ୍ୟୁନିସିପାଲଟି କର୍ପୋରେସନ୍ କମିଶନର ନିର୍ଦ୍ଦେଶ ଦେଇଛନ୍ତି ।
ବ୍ରହ୍ମପୁର ପ୍ରମୁଖ୍ୟ ବ୍ୟବସାୟ ପେଣ୍ଠସ୍ଥଳ ଅନ୍ନପୂର୍ଣ୍ଣା ବଜାର, ବଡ ବଜାର, ସାନ ବଜାର ଓ ମୟୂରୀ ଟାୱାରର ସମସ୍ତ ଶୋ ରୁମ୍କୁ ସଟର ବନ୍ଦ କରିବାକୁ କୁହାଯାଇଛି । ଏଥିସହ ଏକାଠି ୫ରୁ ଅଧିକ ଲୋକେ ନରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।
BREAKING NEWS
- ବିରଜା ପରିକ୍ରମା ପ୍ରକଳ୍ପ ଅଞ୍ଚଳରେ ଗଣ୍ଡଗୋଳ ଘଟଣା; ଭବପ୍ରସାଦ ଦାସଙ୍କୁ ମିଳିଲା ଜାମିନ
- ଟଳିଗଲା ବଡ ଦୁର୍ଘଟଣା; ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କଲେ ଯବାନ
- ଆଗାମୀ ଦିନରେ ଆଳୁଚାଷରେ ଆତ୍ମନିର୍ଭର ହେବ ଓଡ଼ିଶା: ଉପମୁଖ୍ୟମନ୍ତ୍ରୀ
- ଜାତୀୟ ସ୍କୁଲ କ୍ରୀଡ଼ା ପ୍ରତିଯୋଗିତା: ୫ ପଦକ ହାତେଇଲେ ଜିନ୍ଦଲ ସ୍ପୋର୍ଟସ ହଷ୍ଟେଲ କ୍ରୀଡ଼ାବିତ୍
- ବାନ୍ଧିପାରିବ ତ ପୁଷ୍ପା-୨ର ରନଟାଇମ୍?
- କାହିଁକି ପମ୍ବନ ବ୍ରିଜକୁ ନେଇ ବଢୁଛି ଲୋକଙ୍କ କ୍ରେଜ୍? ଜାଣନ୍ତୁ ଏହାର ବିଶେଷତା
- ଏଠାରେ ଗର୍ଭରେ ଥିବା ସନ୍ତାନକୁ ମଧ୍ୟ ମିଳେ ଜେଲ ଦଣ୍ଡ, ଜନ୍ମ ପରେ ଭଗନ୍ତି ଆଜୀବନ କାରାଦଣ୍ଡ
- ଓଲଟିଲା ବସ୍: ୧୦ ଯାତ୍ରୀ ମୃତ ,୩୦ ଆହତ
- ପୁଣି ବଢିବ ଆଳୁ ଦର !
- ଇଡି ଜାଲରେ ରାଜ କୁନ୍ଦ୍ରା-ଶିଳ୍ପା ସେଟ୍ଟୀ: ଘର ଓ କାର୍ଯ୍ୟାଳୟରେ ଚଢଉ
Comments are closed.