ମୟୁରଭଂଜ: ମଦ ପିଇବା ପଡିଲା ମହଙ୍ଗା । ଶେଷରେ ନିଲମ୍ବିତ ହେଲେ ମାତାଲ ପୋଲିସ ବାବୁ । ମଦ ପିଇ ରାସ୍ତାରେ ଗଡୁଥିବା ପୋଲିସ ବାବୁଙ୍କୁ ଏସ୍ପି ନିଲମ୍ବିତ କରିଛନ୍ତି । ଏପରି ଘଟଣା ଘଟିିଛି ମୟୁରଭଂଜ ଜିଲ୍ଲା ବେତନଟୀ ଅଂଚଳରେ ।
ସୂଚନାଯୋଗ୍ୟ ଯେ, ମୟୁରଭଂଜ ଜିଲ୍ଲା ବେତନଟୀର ଥାନା ଏସ୍ଆଇ ସଚ୍ଚିଦାନନ୍ଦ କିଶାନ ବୁଧବାର ଥାନା ଛକ ନିକଟ ଏକ ଦୋକାନ ଆଗରେ ମଦ ପିଇ ମାତାଲ ଅବସ୍ଥାରେ ଗଡୁଥିଲେ । ଏନେଇ ଲୋକେ ପ୍ରତିବାଦ କରିବା ସହ ଏସ୍ଆଇଙ୍କ ଭିଡଓ ମଧ୍ୟ ଉତ୍ତୋଳନ କରି ଏସ୍ପିଙ୍କୁ ଖବର ଦେଇଥିଲେ । ପରେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହାପରେ ଏସ୍ପି, ସଚ୍ଚିଦାନନ୍ଦ କିଷାନଙ୍କୁ ନିଲମ୍ବନ କରିଛନ୍ତି । ଏନେଇ ଏସ୍ପି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ।
BREAKING NEWS
- ଭୁବନେଶ୍ୱରରୁ କଟକ ଚଳାଚଳ କରିବ ନମୋ ଟ୍ରେନ; ମେଟ୍ରୋ ପ୍ରକଳ୍ପକୁ ନେଇ ରେଳମନ୍ତ୍ରୀ କହିଲେ…
- Growing Passion for Cricket: ମହିଳା କ୍ରିକେଟର କ୍ରେଜ୍ ଆକାଶଛୁଆଁ
- ପ୍ରାପ୍ତବୟସ୍କ ଝିଅ ସ୍ବାଧୀନ ଭାବେ ବଞ୍ଚି ରହିବାର ନିଷ୍ପତ୍ତି ନିଜେ ନେଇପାରିବେ: ହାଇକୋର୍ଟ
- Neena Gupta: ୬୬ ବର୍ଷ ବୟସରେ ନୀନା ଗୁପ୍ତା ଗର୍ଭବତୀ ?
- ଖେଳାଳିଙ୍କ ଉପରେ ଲଗାଯାଇଥିବା ଜରିମାନା ଖବରକୁ ଖଣ୍ଡନ କଲା ପିସିବି
- ମାର୍ଚ୍ଚ ୨୧ରୁ ପୁରୀ ବେଳାଭୂମିରେ ତିନି ଦିନିଆ “ଫିଟ୍ ଇଣ୍ଡିଆ କାର୍ଣ୍ଣିଭାଲ୍”
- Puri Municipality: ଶ୍ରୀଗୁଣ୍ଡିଚା ଓ ବାହୁଡ଼ା ଯାତ୍ରାରେ ବଡ଼ଦାଣ୍ଡରେ ରନ୍ଧାଖାଦ୍ୟ ମନା..
- West Asia Conflict: ୫ଭାରତୀୟଙ୍କ ମୃତ୍ୟୁ, ଜଣେ ଏବେ ବି ନିଖୋଜ:ବୈଦେଶିକ ମନ୍ତ୍ରଣାଳୟ
- ଆନ୍ତର୍ଜାତୀୟ କ୍ରିକେଟରେ ୫ ବର୍ଷ ପୂରଣ କଲେ ସୂର୍ଯ୍ୟକୁମାର
- ଶ୍ରୀଲଙ୍କା, ଆୟର୍ଲାଣ୍ଡ ବିପକ୍ଷରେ ଟିମ ଇଣ୍ଡିଆ ଖେଳିପାରେ ଟି୨୦ ସିରିଜ
Comments are closed.