Latest Odisha News

ଜମି ଲିଜ୍ ସମସ୍ୟାର ସମାଧାନ ପାଇଁ ସଚିବ ସ୍ତରୀୟ କମିଟି ଗଠିତ 

ଭୁବନେଶ୍ୱର: ରାଜ୍ୟରେ ଜମି ଲିଜ୍ ସମ୍ପର୍କିତ ସମସ୍ୟାର ସମାଧାନ ପାଇଁ ଓଡ଼ିଶା ସରକାର ଏକ ସଚିବ ସ୍ତରୀୟ କମିଟିର ପୁନର୍ଗଠନ କରିଛନ୍ତି।

 

ବିଜ୍ଞପ୍ତି ଅନୁଯାୟୀ, ରାଜସ୍ୱ ଏବଂ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ସାତ ଜଣିଆ କମିଟି ରାଜ୍ୟରେ ଜମି ଲିଜ୍ ପ୍ରସଙ୍ଗରେ ଆଲୋଚନା ଏବଂ ପରାମର୍ଶ ଦେବେ। ତେବେ ଜାଣନ୍ତୁ କମିଟିରେ କେଉଁ କେଉଁ ସଦସ୍ୟମାନେ ରହିଛନ୍ତି।

Comments are closed.