ଭୁବନେଶ୍ୱର: ମାଡୁଛି ମହାମାରୀ । ଦେଶରେ ସଂକ୍ରମଣ ବଢୁଥିବା ବେଳେ ଆଜି ରାଜ୍ୟରେ ବି ବଢ଼ିଛି ଦୈନିକ କରୋନା କେସ୍ । ଓଡ଼ିଶାରେ ସଂକ୍ରମଣ ପୁଣି ଥରେ ଶହେ ମୁହାଁ ହେଲାଣି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୯୮ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୫୮ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୪୦ଟି ।
Covid-19 Report For 20th March
New Positive Cases: 98
In quarantine: 58
Local contacts: 40(Details of local contacts will be shared by concerned Dist Administration)
District Wise Cases:
1. Angul: 4
2. Balasore: 4
3. Bargarh: 5
4. Bhadrak: 6
5. Balangir: 7
6. Cuttack: 9— I & PR Department, Odisha (@IPR_Odisha) March 21, 2021
୨୧ ଜିଲ୍ଲାରୁ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫ ପଜିଟିଭ ବାହାରିଛନ୍ତି । ବାକି ସବୁ ଜିଲ୍ଲାରୁ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଭିତରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୮ହଜାର ୮୧୭କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୬ହଜାର ୬୬ ଆକ୍ରାନ୍ତ । ଏବେ ରାଜ୍ୟରେ ୭୭୯ଟି କୋଭିଡ୍ ଆକ୍ଟିଭ୍ କେସ୍ ରହିଛି । ୩ଟି ଜିଲ୍ଲା ବୌଦ୍ଧ, ଗଜପତି ଓ ମାଲକାନଗିରି କରୋନା ମୁକ୍ତ ରହିଛି ।
20. Sonepur: 2
21. Sundargarh: 7
22. State Pool: 3New recoveries: 72
Cumulative tested: 8788844
Positive: 338817
Recovered: 336066
Active cases: 779— I & PR Department, Odisha (@IPR_Odisha) March 21, 2021
Comments are closed.