ଭୁବନେଶ୍ୱର: ରାଜ୍ୟରେ କରୋନାର ମାରୁଛି ଲମ୍ବା ଲମ୍ଫ । ଆଜି ହଜାରେ ପାର କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ୧୨ଶହ ୮୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ର୭୫୫ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୫୨୭ଟି । ୨୮ ଜିଲ୍ଲାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ସୁନ୍ଦରଡ଼ରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଶହ ଡେଇଁଛି । ଗତ ୨୪ ଘଣ୍ଟାରେ ସୁନ୍ଦରଗଡ଼ ଜିଲ୍ଲାରୁ କେବଳ ୨୨୪ ଆକ୍ରାନ୍ତ ବାହାରିଛନ୍ତି । ଏହି ସମୟରେ ଖୋର୍ଦ୍ଧାରୁ ସଂକ୍ରମିତ ହୋଇଛନ୍ତି ଆଉ ୧୯୨ ଜଣ ।
Covid-19 Report For 8th April
New Positive Cases: 1282
In quarantine: 755
Local contacts: 527(Details of local contacts will be shared by concerned District Administration)
District Wise Cases:
1. Angul: 49
2. Balasore: 10
3. Bargarh: 84
4. Bhadrak: 24
5. Balangir: 45— I & PR Department, Odisha (@IPR_Odisha) April 9, 2021
କଳାହାଣ୍ଡିରେ ୧୦୮, ବରଗଡ଼ରୁ ୮୪, ନୂଆପଡ଼ା ଓ ସମ୍ୱଲପୁର ଜିଲ୍ଲାରୁ ଆଉ ୮୨ ଜଣ ଲେଖାଏଁ ସଂକ୍ରମିତ ହୋଇଛନ୍ତି । ସେହିପରି କଟକରୁ ୬୩, ମୟୂରଭଞ୍ଜରୁ ୫୨, ଅନୁଗୋଳରୁ ୪୯, ବଲାଙ୍ଗିରୁ ୪୫, ଝାରସୁଗୁଡ଼ା ୩୬, ଗଞ୍ଜାମ ୩୨ ଜଣ ନୂଆ ଆକ୍ରାନ୍ତା ବାହାରିଛନ୍ତି । ବାକି ଜିଲ୍ଲାଗୁଡ଼ିରୁ ନୂଆ ସଂକ୍ରମିତଙ୍କ ସଂଖ୍ୟା ୩୦ ଭିତରେ ରହିଛି ।
22. Nayagarh: 10
23. Nuapada: 82
24. Puri: 28
25. Rayagada: 15
26. Sambalpur: 82
27. Sonepur: 12
28. Sundargarh: 224
29. State Pool: 45New recoveries: 228
Cumulative tested: 9304712
Positive: 346808
Recovered: 338890
Active cases: 5941— I & PR Department, Odisha (@IPR_Odisha) April 9, 2021
ଗତ ୨୪ ଘଣ୍ଟାରେ କରୋନାରେ ଜଣେ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ୍ ମୃତ୍ୟୁସଂଖ୍ୟା ୧୯୨୪ । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୪୬ହଜାର ୮୦୮କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୮ହଜାର ୮୯୦ । ଆକ୍ଟିଭ କେସ୍ ସଂଖ୍ୟା ୫ହଜାର ୯୪୧କୁ ବୃଦ୍ଧି ପାଇଛି ।
Comments are closed.