ଭୁବନେଶ୍ୱର: ରାଜ୍ୟରେ ସ୍ଥିର ରହିଛି ଦୈନିକ କରୋନା ସଂକ୍ରମଣ । ଦୁଇ ହଜାର ଭିତରେ ରହିଛି ନୂଆ ଆକ୍ରାନ୍ତଙ୍କ ସଂଖ୍ୟା । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୧୪୮୦ ଆକ୍ରାନ୍ତ । କ୍ୱାରେଣ୍ଟିନରୁ ୮୬୨ ଓ ଲୋକାଲ୍ କେସ୍ ରହିଛି ୬୧୮ । ୧୮ ବର୍ଷରୁ କମ୍ ବର୍ଗର ଆଉ ୩୩୪ ପଜିଟିଭ୍ ବାହାରିଛନ୍ତି ।
Covid-19 Report For 9th Feb
New Positive Cases: 1480
Of which 0-18 years: 334
In quarantine: 862
Local contacts: 618(Details of local contacts will be shared by concerned District)
1. Angul: 72
2. Balasore: 34
3. Bargarh: 25
4. Bhadrak: 20
5. Balangir: 37
6. Boudh: 36— I & PR Department, Odisha (@IPR_Odisha) February 10, 2022
ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୬୩ ଜଣ ସଂକ୍ରମିତ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୧୩୯ ଓ କଟକରୁ ଆଉ ୧୩୩ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ବାକି ୨୭ ଜିଲ୍ଲାରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ବିଭିନ୍ନ ଜିଲ୍ଲାରେ ନୂଆ କେସ୍ ଖସିବାରେ ଲାଗିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୨ଲକ୍ଷ ୭୩ହଜାରକୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୨ଲକ୍ଷ ୪୮ହଜାର ୧୫୨ ଆକ୍ରାନ୍ତ । ଏବେ ରାଜ୍ୟରେ ୧୫ହଜାର ୯୮୦ କୋଭିଡ୍ ଆକ୍ଟିଭ୍ କେସ୍ ରହିଛି ।
23. Nawarangpur: 35
24. Nayagarh: 59
25. Nuapada: 57
26. Puri: 37
27. Rayagada: 47
28. Sambalpur: 21
29. Sonepur: 27
30. Sundargarh: 139
31. State Pool: 36New recoveries: 3126
Cumulative tested: 28225602
Positive: 1273003
Recovered: 1248152
Active cases: 15980— I & PR Department, Odisha (@IPR_Odisha) February 10, 2022
Comments are closed.