ଭୁବନେଶ୍ୱର: କରୋନା ନେଉଛି ଜୀବନ । ଗତ ୨୪ ଘଣ୍ଟାରେ ଓଡ଼ିଶାରୁ ଆଉ ୨୧ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ୧୧ ଜିଲ୍ଲାରୁ ସଂକ୍ରମିତ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ଅଛନ୍ତି ଭୁବନେଶ୍ୱରରୁ ୨ ଜଣ ।
4.A 70 years old male of Bhubaneswar who was also suffering from Diabetes Mellitus.
5.A 78 years old male of Bhubaneswar who was also suffering from Diabetes Mellitus, Hypertension & Coronary Artery Disease.
6.A 65 years old male of Boudh district.
— H & FW Dept Odisha (@HFWOdisha) May 15, 2021
ସେହିପରି ଅନୁଗୋଳ ଜିଲ୍ଲାରୁ ଆଉ ୩ ଜଣ ଆକ୍ରାନ୍ତ କରୋନାରେ ଆଖି ବୁଜିଛନ୍ତି । କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୨ ଜଣ ଲେଖାଏ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
12.A 44 years old male of Khurdha district.
13.A 61 years old male of Khurdha district who was also suffering from Diabetes Mellitus.
14.A 50 years old male of Koraput district who was also suffering from Diabetes Mellitus.
15.A 42 years old female of Nuapada district.
— H & FW Dept Odisha (@HFWOdisha) May 15, 2021
ସେହିପରି ବୌଦ୍ଧ, ଗଜପତି, ନୂଆପଡ଼ା ଜିଲ୍ଲାରୁ ଜଣେ ଲେଖାଏ ଆକ୍ରାନ୍ତ ପ୍ରାଣ ହାରଇଛନ୍ତି । ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୨ଶହ ୯୪କୁ ବୃଦ୍ଧି ପାଇଛି ।
21.A 52 years old male of Sundargarh district.
— H & FW Dept Odisha (@HFWOdisha) May 15, 2021
Comments are closed.