ଭୁବନେଶ୍ୱର: ରାଜ୍ୟରେ ଖସୁଛି କରୋନାର ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୬୪ହଜାର ୯୯୧ ଟେଷ୍ଟ ହୋଇଥିବା ବେଳେ ଚିହ୍ନଟ ହୋଇଛନ୍ତି ୬୦୯ ଆକ୍ରାନ୍ତ । ଏମାନଙ୍କ ଭିତରେ ୯୭ଜଣ ୧୮ ବର୍ଷରୁ କମ୍ ସଂକ୍ରମିତ ଅଛନ୍ତି । ନୂଆ ଆକ୍ରାନ୍ତଙ୍କ ଭିତରୁ କ୍ୱାରେଣ୍ଟାଇନରୁ ୩୫୪ ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି ୨୫୫ଟି । ଆଜି ୨୬ ଜିଲ୍ଲାରୁ ନୂଆ ଆକ୍ରାନ୍ତ ବାହାରିଛନ୍ତି ।
Covid-19 Report For 29th August
New Positive Cases: 609
Of which 0-18 years: 97
In quarantine: 354
Local contacts: 255(Details of local contacts will be shared by concerned Dist Administration)
District Wise Cases:
1. Angul: 18
2. Balasore: 21
3. Bargarh: 4
4. Bhadrak: 9— I & PR Department, Odisha (@IPR_Odisha) August 30, 2021
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୦୯ ପଜିଟିଭ ବାହାରିଛନ୍ତି । ବାକି ୨୫ ଜିଲ୍ଲାରେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ଶହେ ଭିତରେ ରହିଛି । ୪ ଜିଲ୍ଲା ବଲାଙ୍ଗିର, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ାରୁ କେହି ସଂକ୍ରମିତ ହୋଇ ନାହାନ୍ତି । ରାଜ୍ୟରେ ପଜିଟିଭ୍ ହାର ୧ ପ୍ରତିଶତ ତଳକୁ ଖସିଛି । ସଂକ୍ରମଣ ହାର ରହିଛି ୦.୯୩ ପ୍ରତିଶତ ।
22. Puri: 20
23. Rayagada: 5
24. Sambalpur: 16
25. Sonepur: 2
26. Sundargarh: 8
27. State Pool: 48New recoveries: 834
Cumulative tested: 18012352
Positive: 1007112
Recovered: 991630
Active cases: 7528— I & PR Department, Odisha (@IPR_Odisha) August 30, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୭ହଜାର ୧୧୨କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୯ଲକ୍ଷ ୯୧ହଜାର ୬୩୦ ଆକ୍ରାନ୍ତ । ଏବେ ରାଜ୍ୟରେ ୭ହଜାର ୫୨୮ ଆକ୍ଟିଭ୍ କେସ୍ ରହିଛି ।
Comments are closed.