ଭୁବନେଶ୍ୱର: ରାଜ୍ୟରେ କରୋନାରେ ଆଉ ୭ଜଣ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଅନୁଗୁଳରୁ ସର୍ବାଧିକ ୨ଜଣଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । କଟକ ଓ ଯାଜପୁରରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
Details of cases confirmed as death due to Covid-19, after due completion of death audit process:
1.A 47 years old Male of Angul District.
2.A 61 years old Female of Angul District who was also suffering from Diabetes Mellitus & Hypertension.
— H & FW Dept Odisha (@HFWOdisha) January 22, 2022
ସେହିପରି ଭଦ୍ରକ, ମୟୂରଭଞ୍ଜ ଓ ପୁରୀରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୮ହଜାର ୫୧୪କୁ ବୃଦ୍ଧି ପାଇଛି ।
6.A 65 years old Female of Mayurbhanja District who was also suffering from Diabetes Mellitus & Hypertension.
7.A 53 years old Female of Puri District who was also suffering from Cerebro Vascular accident.
— H & FW Dept Odisha (@HFWOdisha) January 22, 2022
Comments are closed.