ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କାବୁ ପାଉଛି କରୋନା । କମୁଛି ଦୈନିକ ସଂକ୍ରମଣ । ଖସୁଛି ଆକ୍ଟିଭ୍ କେସ୍ । ସୁସ୍ଥହାର ବଢୁଛି । ଗତ ୨୪ ଘଣ୍ଟାରେ ସାରା ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୭୨ ନୂଆ ଆକ୍ରାନ୍ତ । କ୍ୱାରେଣ୍ଟାଇନରୁ ୪୪ ଓ ଲୋକାଲ କଣ୍ଟାକ୍ଟ କେସ୍ ୨୮ଟି ରହିଛି । ଆଜି ୧୯ ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୧ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ସବୁ ଜିଲ୍ଲାରୁ ସଂକ୍ରମିତଙ୍କ ସଂଖ୍ୟା ୧୦ରୁ କମ୍ । ବୌଦ୍ଧ, ଗଞ୍ଜାମ, ଗଜପତି, କଳାହାଣ୍ଡି, କନ୍ଧମାଳ, କୋରାପୁଟ, କେନ୍ଦୁଝର, କେନ୍ଦ୍ରାପଡ଼ା, ମାଲକାନଗିରି, ନବରଙ୍ଗପୁର, ନୟାଗଡ଼ ଜିଲ୍ଲାରୁ କେହି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇ ନାହାନ୍ତି ।
Covid-19 Report For 7th Feb, 2021
New Positive Cases: 72
In quarantine: 44
Local contacts: 28(Details of local contacts will be shared by concerned District Administration)
District Wise Cases:
1. Angul: 2
2. Balasore: 6
3. Bargarh: 6
4. Bhadrak: 1
5. Balangir: 2— I & PR Department, Odisha (@IPR_Odisha) February 8, 2021
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୩ଲକ୍ଷ ୩୫ହଜାକ ୬୯୨କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଛନ୍ତି ୩ଲକ୍ଷ ୩୨ହଜାର ୯୪୮ ଆକ୍ରାନ୍ତ । ଏବେ ରାଜ୍ୟରେ ୭୮୧ଟି ଆକ୍ଟିଭ୍ କେସ୍ ରହିଛି । କରୋନା ମୁକ୍ତ ହୋଇଛି କନ୍ଧମାଳ ଓ ମାଲକାନଗିରି ଜିଲ୍ଲା । ଆଜି ରାଜ୍ୟରୁ କରୋନା ଜଣେ ଆକ୍ରାନ୍ତଙ୍କ ଜୀବନ ନେଇଛି । ରାଜ୍ୟରେ ମୃତ୍ୟୁସଂଖ୍ୟା ୧୯ଶହ ୧୦କୁ ବୃଦ୍ଧି ପାଇଛି ।
18. Sonepur: 1
19. Sundargarh: 11
20. State Pool: 1New recoveries: 106
Cumulative tested: 7884898
Positive: 335692
Recovered: 332948
Active cases: 781— I & PR Department, Odisha (@IPR_Odisha) February 8, 2021
Comments are closed.