ଭୁବନେଶ୍ୱର : ଜାତୀୟ ଦୁର୍ବିପାକ ପ୍ରଶମନ ବଳ (ଏନଡିଆରଏଫ)ର ଡିଜି ଭାବେ ଓଡିଶାର ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ସତ୍ୟ ନାରାୟଣ ପ୍ରଧାନ ହେଉଛନ୍ତି ୧୯୮୮ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଧିକାରୀ । ଏହି ଆଇପିଏସ ଅଫିସର ଜଣଙ୍କ ଓଡିଶାର ମୂଳ ବାସିନ୍ଦା ।
ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିକାଶ ମନ୍ତ୍ରଣାଳୟର ଉତ୍ତର-ପୂର୍ବାଞ୍ଚଳ (ଡିଓଏନଇଆର)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ।
Comments are closed.