Latest Odisha News

BREAKING NEWS

ଓଡିଶାର ସତ୍ୟ ନାରାୟଣ ପ୍ରଧାନ ଏନଡିଆରଏଫ ଡିଜି ଭାବେ ନିଯୁକ୍ତ

ଭୁବନେଶ୍ୱର : ଜାତୀୟ ଦୁର୍ବିପାକ ପ୍ରଶମନ ବଳ (ଏନଡିଆରଏଫ)ର ଡିଜି ଭାବେ ଓଡିଶାର ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।

ସତ୍ୟ ନାରାୟଣ ପ୍ରଧାନ ହେଉଛନ୍ତି ୧୯୮୮ ବ୍ୟାଚ ଝାଡଖଣ୍ଡ କ୍ୟାଡରର ଆଇପିଏସ ଅଧିକାରୀ । ଏହି ଆଇପିଏସ ଅଫିସର ଜଣଙ୍କ ଓଡିଶାର ମୂଳ ବାସିନ୍ଦା ।

ସେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ବିକାଶ ମନ୍ତ୍ରଣାଳୟର ଉତ୍ତର-ପୂର୍ବାଞ୍ଚଳ (ଡିଓଏନଇଆର)ରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ।

Leave A Reply

Your email address will not be published.