ଭୁବନେଶ୍ୱର: ଆଜି ଓଡ଼ିଶା ସରକାର ଆଉ ୮ଟି ଅକ୍ସିଜେନ ଟ୍ୟାଙ୍କର ଦିଲ୍ଲୀ ଏବଂ ବିଶାଖାପାଟନମକୁ ପଠାଇଛନ୍ତି। ରବିବାର ଦିନ ଯାଜପୁରରୁ ଦିଲ୍ଲୀ ଏବଂ ବିଶାଖାପାଟନମକୁ ୮ଟି ଟ୍ୟାଙ୍କରରେ ଭର୍ତ୍ତି 153.8 MT ଅମ୍ଳଜାନ ପଠାଯାଇଛି।
ସେଥିରୁ ୭ଟି ଅକ୍ସିଜେନ ଟ୍ୟାଙ୍କର୍କୁ ଟ୍ରେନ ଯୋଗେ ଦିଲ୍ଲୀ ପଠାଯାଇଥିବା ବେଳେ ଏବଂ ଗୋଟିଏ ବିଶାଖାପାଟନମ୍କୁ ପଠାଯାଇଛି।
ଶନିବାର ପର୍ଯ୍ୟନ୍ତ ଓଡିଶା ସରକାର ୧୬ ଦିନ ମଧ୍ୟରେ ୧୦ ଟି ରାଜ୍ୟକୁ ୭,୭୨୩ MT ଅକ୍ସିଜେନ ପଠାଇଛନ୍ତି।
Comments are closed.