ଭୁବନେଶ୍ୱର: ସେପ୍ଟେମ୍ବର ୨୮ରୁ ମୋହାଲୀରେ ଭିନୁ ମଙ୍କଡ ଟ୍ରଫି ଆରମ୍ଭ ହେବ । ଏଥିପାଇଁ ଓଡିଶା କ୍ରିକେଟ ଆସୋସିଏଶନ ୧୯ ବର୍ଷରୁ କମ୍ ଏହି ଟୁର୍ଣ୍ଣାମେଂଟ ପାଇଁ ୨୨ ଜଣିଆ ପୁରୁଷ ଦଳ ମୋହାଲୀ ପଠାଇଛି । ଖେଳାଳିମାନେ ୨୧ରୁ ୨୫ ପର୍ଯ୍ୟନ୍ତ ଏକାନ୍ତବାସରେ ରହିବେ । ୨୬ ଓ ୨୭ରେ ଅଭ୍ୟାସ ମ୍ୟାଚ ଖେଳାଯିବ । ଓଡିଶା ଦଳ ୨୮ରେ ଉତରପ୍ରଦେଶ, ୨୯ରେ ବିହାର, ଅକ୍ଟୋବର ୧ରେ ଦିଲ୍ଲୀ, ୨ରେ ଛତିଶଗଡ, ୪ରେ ଆନ୍ଧ୍ରପ୍ରଦେଶ ବିପକ୍ଷରେ ମ୍ୟାଚ ଖେଳିବ । ପୂର୍ବରୁ ଓସିଏ ସୂର୍ଯ୍ୟ ମହାପାତ୍ରଙ୍କ ନେତୃତ୍ୱରେ ୨୨ ଜଣିଆ ଦଳ ଘୋଷଣା କରିସାରିଛି । ଆନ୍ତ! ଜିଲ୍ଲା ପ୍ରତିଯୋଗିତାରେ ପ୍ରଦର୍ଶନକୁ ବିଚାରକୁ ନିଆଯାଇ ଏହି ଦଳ ଚୟନ କରାଯାଇଛି ।
ଓଡିଶା ଟିମ୍: ସୂର୍ଯ୍ୟ ମହାପାତ୍ର (ଅଧିନାୟକ), ଆର୍ଶୀବାଦ ସ୍ୱାଇଁ (ଉପ ଅଧିନାୟକ), ସାଂରାଶ କୁମାର, ସାଇଦୀପ ମହାପାତ୍ର, ଓମ ଟି ମୁଣ୍ଡେ, ସାଇ ଶୁଭମ, ଶ୍ରେଷ୍ଠ ସିଂ, ରିତେଶ ପ୍ରିୟରଂଜନ, ରାକେଶ କେ ସାହୁ, ରିତିକ ଚୌଧୁରୀ, ବିମଳ କୁମାର, ସମ୍ବିତ ଏସ ବରାଳ, ଦୀନେଶ ମାଝି, ଅଂଶୁମାନ ସାହୁ, ମହମ୍ମଦ ସୋହେଲ, ଅଂଶୁମାନ ବେଜ, ସୁଶୀଲ କେ ବାରିକ, ନିରଞ୍ଜନ ଗୌଡ, ସାହିଲ ପ୍ରସାଦ, ଆଦିତ୍ୟ ଜୟସିଂ, ଶୁଭମ ସିଂ ଓ ରାଜେଶ କୁମାର ପାତ୍ର ।
ଜୟପୁର ଗସ୍ତରେ ମହିଳା ଟିମ୍: ୧୯ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ ମ୍ୟାଚ ପାଇଁ ଓଡିଶା ଦଳ ଜୟପୁର ଗସ୍ତରେ ଯାଇଛି । ସେଠାରେ ୨୮ରେ କର୍ଣ୍ଣାଟକକୁ, ୨୯ରେ ହିମାଚଳ ପ୍ରଦେଶକୁ, ଅକ୍ଟୋବର ୧ରେ ମିଜୋରମ, ୨ରେ ତ୍ରିପୁରା ଓ ୪ରେ ପଂଜାବକୁ ଭେଟିବ ।
୧୯ ବର୍ଷରୁ କମ୍ ମହିଳା ଦଳ: ଶୁଭ୍ର ନିର୍ଝରିଣୀ ସ୍ବାଇଁ, ତନ୍ମୟୀ ବେହେରା, ଜି.ଏମ୍. ଅଳକାନନ୍ଦ, ଜୟସ୍ ନାୟକ, ଦୀପ୍ତି ଭେଙ୍ଗରା, ରୋଶନୀ ବଗର୍ତ୍ତୀ, ଭବାନୀ ଧଡ଼ା, ପୂଜାରାଣୀ ଦାସ, ଜ୍ୟୋତି କୁମାରୀ ପ୍ରସାଦ, ଅଲିପ୍ସା ବିଶ୍ବାଳ, ଅଙ୍କିତା ଗିରି, ଏସ୍.ବି. ଲରେନ୍ସ, ରାଣୀ କୁମାରୀ ପ୍ରସାଦ, ସୂର୍ୟ୍ୟସ୍ନାତ ସ୍ବାଇଁ, ପୂଜା କୁମାରୀ ଯାଦବ, ସ୍ମୃତିରେଖା ମହନ୍ତ, ସୁଚିସ୍ମିତା ପଣ୍ତା, ସୋନି ପ୍ରସାଦ, ମାଳତୀ ମୁର୍ମୁ, ମେଘନା ପାଢୀ, କଳା˚ସି ଧ୍ରିତ୍ୟ, ତନଵି ର˚ଜନା।
BREAKING NEWS
- ସରକାରୀ ଟଙ୍କାରେ ବାବରୀ ମସଜିଦ ନିର୍ମାଣ କରିବାକୁ ଚାହୁଁଥିଲେ ନେହେରୁ, କିନ୍ତୁ ଏହି ନେତା ବାଧା ଦେଇଥିଲେ
- ଟିଏସ୍ଏମ୍ ପକ୍ଷରୁ ଏନ୍ଏଚ୍-୫୫ର କଣ୍ଟାବଣିଆଠାରେ ଆଲୋକୀକରଣ ବ୍ୟବସ୍ଥାର ଲୋକାର୍ପଣ
- ଲଘୁ ଖଣିଜରୁ ସଂଗୃହୀତ DMF ପାଣ୍ଠିକୁ ସେହି ଜିଲ୍ଲାରେ ଖର୍ଚ୍ଚ କରାଯିବ: ମୁଖ୍ୟମନ୍ତ୍ରୀ
- ଫାଇରିଂ କରିଦେବି କହି ଅଡୁଆରେ ବିଜେଡି ନେତା ପ୍ରଦୀପ ମାଝୀ…ଥାନାରେ ଏତଲା
- Illegal Bangladeshi: ବିଳମ୍ବିତ ରାତିରେ ବାଂଲାଦେଶୀ ସନ୍ଦେହରେ ପୋଲିସର ଚଢ଼ାଉ;୨୧ ସନ୍ଦିଗ୍ଧ ଅଟକ
- ଆସନ୍ତାକାଲି ଘୋଷଣା ହେବ +୨ ପରୀକ୍ଷା ତାରିଖ
- ଭାରତର ଏହି ଗାଁରେ ସାପଙ୍କ ସହ ଖେଳନ୍ତି ଛୋଟ ପିଲା, ସବୁ ଘରେ ଥାଏ କୋବ୍ରା
- ଭୁଲ ମାଗିଲେ ସୋସିଆଲ ମିଡିଆ ଇନ୍ଫ୍ଲୁଏନ୍ସର ଶୁଭଙ୍କର, କହିଲେ ପୁରୀ ହେଉଛି ମୋର….
- ପ୍ରଥମ ଥର ଆସିଲା ତିନି ଥର ମୋଡ଼ି ହେଉଥିବା ଫୋନ୍, ଦୁଇଟି ସେଲ୍ଫି କ୍ୟାମେରା ସହ ଦୁଇଟି ଡିସ୍ପ୍ଲେ
- ରାଜ୍ୟରେ ପ୍ରଶାସନିକ ଏବଂ ଶାସନ ସଂସ୍କାର କମିଟି ଗଠିତ; ନଜର ରଖିବେ ୫…
Comments are closed.