Latest Odisha News

BREAKING NEWS

ରାଜପଥରେ ଦେଶ ଦେଖିଲା ଓଡ଼ିଶାର ବାଜସାଲ ନୃତ୍ୟ

ନୂଆଦିଲ୍ଲୀ: ଦେଶର ୭୨ ତମ ଗଣତନ୍ତ୍ର ଦିବସରେ ଦିଲ୍ଲୀର ରାଜପଥରେ ଦେଖିବାକୁ ମିଳିଛି ଓଡିଶାର ବାଜସାଲ ନୃତ୍ୟର ଝଲକ।

କଳାହାଣ୍ଡି ଜିଲ୍ଲାର ଲୋକନୃତ୍ୟ ବାଜସାଲ ମଙ୍ଗଳବାର ଦିନ ନୂଆଦିଲ୍ଲୀର ରାଜପଥରେ ଗଣତନ୍ତ୍ର ଦିବସ ପରେଡ ଅବସରରେ ପ୍ରଦର୍ଶିତ ହୋଇଛି।

ଗୁରୁ ଧ୍ୟାନନନ୍ଦ ପଣ୍ଡାଙ୍କ ଛାତ୍ରଛାତ୍ରୀ ମାନେ ରାଷ୍ଟ୍ରପତି ରାମ ନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଉପସ୍ଥିତିରେ ଏହି ନୃତ୍ୟ ପରିବେଷଣ କରିଛନ୍ତି।

 

Leave A Reply

Your email address will not be published.