Latest Odisha News

BREAKING NEWS

Browsing Tag

Republic Day

୨୦୨୪ ଜାନୁଆରୀ ୨୬ ପରେଡରେ ସାମିଲ୍ ହେବେ କେବଳ ମହିଳା

ନୂଆଦଲ୍ଲୀ: ୨୦୨୪ ଗଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟ ପଥରେ କେବଳ ମହିଳା ସାମିଲ୍ ହେବେ । ପରେଡ୍ ସହ ପ୍ରଦର୍ଶନୀ ମେଢ଼, ସାଂସ୍କୃତିକ କାର୍ଯ୍ୟକ୍ରମରେ ମଧ୍ୟ କେବଳ ମହିଳା ହିଁ ନଜର ଆସିବେ । ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସେନା ଓ ପରେଡରେ ସାମିଲ୍ ହେଉଥିବା ଅନ୍ୟ ବିଭାଗକୁ ଚିଠି ଲେଖି…

ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୩ ମାଓବାଦୀ

ମାଲକାନଗିରି: ସାଧାରଣତନ୍ତ୍ର ଦିବସରେ ଆତ୍ମସମର୍ପଣ କଲେ ୩ କୁଖ୍ୟାତ ମାଓବାଦୀ । ମାଲକାନଗିରି ପୋଲିସ ନିକଟରେ ଜଣେ ମହିଳା ମାଓବାଦୀଙ୍କ ସହ ଅନ୍ୟ ୨ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ମହିଳା ମାଓବାଦୀଙ୍କ ଉପରେ ୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଥିଲା । ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ…

ଭାରତୀୟ ସେନାକୁ ଛୋଟ ଝିଅର ଅଭିବାଦନ, ସୋସିଆଲ ମିଡିଆରେ ଭୁରିଭୁରି ପ୍ରଶଂସା

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ସମସ୍ତଙ୍କ ମନ ପସନ୍ଦର ଭିଡିଓ ଖୁବ ସହଜରେ ମିଳିଥାଏ । ସେଥିରୁ କିଛି ଭିଡିଓ ମନକୁ ଛୁଇଯାଏ । ନିକଟରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ  ଜଣେ ଶିଶୁ ଓ ଭାରତୀୟ ସେନାର ଯବାନଙ୍କୁ ଦେଖିବାକୁ ମିଳୁଛି । ସେନାର ଯବାନମାନେ ନିଜ ଜୀବନକୁ ବାଜି ଲଗାଇ ଦେଶର…

ଓଡ଼ିଶୀ ନୃତ୍ୟାଙ୍ଗନାଙ୍କ ପରିକଳ୍ପନାରେ ଜାତୀୟ ପରେଡରେ ଝଲସିବ ନାରୀଶକ୍ତି

ଭୁବନେଶ୍ୱର: ଗୁରୁବାର ଜାନୁଆରୀ ୨୬ ତାରିଖରେ ସାରା ଦେଶ ପାଳନ କରିବ ୭୪ତମ ସାଧାରଣତନ୍ତ୍ର ଦିବସ । ଦେଶର ମୁଖ୍ୟ ସମାରୋହ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ହେବାକୁ ଯାଉଛି । ଏଥର ଜାତୀୟ ପ୍ୟାରେଡରେ କେନ୍ଦ୍ର ସଂସ୍କୃତି ବିଭାଗର ଏକ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ମୁଖ୍ୟ ଆକର୍ଷଣ…

କଥା ଗଣତନ୍ତ୍ରର କଥା ସମ୍ବିଧାନର……..

ସ୍ଵାଧୀନତାର ୭୫ ବର୍ଷ ଭିତରେ ଦେଶରେ ଅନେକ କିଛି ପରିବର୍ତ୍ତନ ଆସିଛି ।  ଆମ ସମ୍ବିଧାନ ଆମେ ତିଆରି କରିଛୁ । ଆମ ଦେଶକୁ ଆମେ ଶାସନ କରୁଛୁ ।  ଏ ଦୀର୍ଘ ବର୍ଷ ଭିତରେ ଆମେ ଅନେକ ଉତ୍ଥାନ ପତନ ଦେଇ ରେ ଗତି କରିଛୁ । ବଦଳିଛି ସରକାର ପରେ ସରକାର । ଦେଶରେ ଅନେକ ବିକାଶର ଚିତ୍ର ଅଙ୍କା ଯାଇଛି…

ଗଣତନ୍ତ୍ର ଦିବସରେ କିଏ, କେଉଁଠି କରିବେ ତ୍ରିରଙ୍ଗା ଉତ୍ତୋଳନ ?

ଭୁବନେଶ୍ୱର: ୭୪ତମ ସାଧାରଣତନ୍ତ୍ର ଦିବସରେ କିଏ, କେଉଁଠି ଜାତୀୟ ପତାକା ଉତ୍ତୋଳନ କରିବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଚିଠା ପ୍ରକାଶ ପାଇଛି । ୨୦ଟି ସ୍ଥାନରେ ମନ୍ତ୍ରୀ ପତାକା ଉତ୍ତୋଳନ କରିବାକୁ ଥିବା ବେଳେ ୨ଟି ସ୍ଥାନରେ ଆରଡିସି ଏବଂ ୧୦ଟି ସ୍ଥାନରେ ଜିଲ୍ଲାପାଳ ତ୍ରିରଙ୍ଗା ଉତ୍ତୋଳନ…

ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଗଡ଼ିବନି ଓଡ଼ିଶାର ପ୍ରଜ୍ଞାପନ ମେଢ

ଭୁବନେଶ୍ୱର: ପୁଣି ଓଡ଼ିଶାକୁ ଧକ୍କା । କାରଣ  ଓଡ଼ିଶାର ପ୍ରଜ୍ଞାପନ ମେଢ ଏଥର ବି ଗଣତନ୍ତ୍ର ଦିବସରେ ଦିଲ୍ଲୀରେ ଦେଖିବାକୁ ମିଳିବନି । ଏଥର ଗଣତନ୍ତ୍ର ଦିବସ ପାଇଁ ଭାରତ ସରକାର ୧୬ ରାଜ୍ୟର ପ୍ରଜ୍ଞାପନ ମେଢଙ୍କୁ ସ୍ୱୀକୃତି ଦେଇଛନ୍ତି । ହେଲେ ଏହି ତାଲିକାରେ ଓଡ଼ିଶାର ସ୍ଥାନ ନ ଥିବା…

କିଏ ହେବେ ଗଣତନ୍ତ୍ର ଦିବସରେ ଆମନ୍ତ୍ରିତ ଅତିଥି ? କେମିତି କରାଯାଏ ଚୟନ ?

ନୂଆଦିଲ୍ଲୀ:୨ ବର୍ଷର କୋଭିଡ କଟକଣା ପରେ ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥିଙ୍କୁ ଆମନ୍ତ୍ରଣ କରାଯିବ । ଏଥର ଗଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ହେବେ ମିସରର ରାଷ୍ଟ୍ରପତି ଅବଦେହ ଫତେହ ଅଲ ସିସି । ଭାରତର ଆମନ୍ତ୍ରଣକୁ ସେ ସ୍ୱୀକାର କରିଛନ୍ତି । ପ୍ରଥମେ ସେ ମିଶରର ପ୍ରତିରକ୍ଷା ମନ୍ତ୍ରୀ…

ସ୍ୱାଧୀନତା ଦିବସ ଓ ଗଣତନ୍ତ୍ର ଦିବସ ମଧ୍ୟରେ ପାର୍ଥକ୍ୟ କ’ଣ ? ଜାଣନ୍ତୁ ଇତିହାସ ଓ ମହତ୍ତ୍ୱ

ନୂଆଦିଲ୍ଲୀ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଦେଶ ପାଳୁଛି ଆଜାଦୀ କା ଅମୃତ ମହତ୍ସୋବ । ୧୯୪୭ ଅଗଷ୍ଟ ୧୫ରେ ଭାରତ, ଇଂରେଜ ଅଧୀନରୁ ମୁକ୍ତ ହୋଇ ସ୍ୱାଧୀନ ହୋଇଥିଲା । ସ୍ୱାଧୀନତା ପରେ ଏହି ଦିନକୁ ସ୍ୱତନ୍ତ୍ରତା ଦିବସ ରୂପେ ପାଳନ କରାଯାଉଛି । ଦେଶରେ ଧୁମଧାମରେ ଅଗଷ୍ଟ ୧୫ ସହ ଜାନୁଆରୀ…

କନ୍ଧମାଳରେ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ,

କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।  କୋଭିଡ଼  କଟକଣା ମଧ୍ୟରେ ପାଳନ ହୋଇଛି ୭୩ ତମ ସାଧାରଣ ତନ୍ତ୍ର ଦିବସ ।  ଏହି  କାର୍ଯ୍ୟକ୍ରମ  ଫୁଲବାଣୀ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଦକ୍ଷତା…