ବର୍ମିଂହାମ: ଓଡିଶାର ୨ ଷ୍ଟାର ଆଥଲେଟ ଦୂତି ଚାନ୍ଦ ଓ ଶ୍ରାବଣୀ ନନ୍ଦଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡା ମହିଳା ୪ ଗୁଣନ ୧୦୦ ମିଟର ରିଲେର ଫାଇନାଲରେ ପ୍ରବେଶ କରିଛି । ଦୂତି, ଶ୍ରାବଣୀଙ୍କ ବ୍ୟତୀତ ଏଥିରେ ହିମା ଦାସ ଓ ଜ୍ୟୋତି ୟାରାଜି ମଧ୍ୟ ଅଂଶଗ୍ରହଣ କରିଥିଲେ । ପ୍ରଥମ ଲେଗରେ ଦୂତି ରେସ ଆରମ୍ଭ କରିଥିଲେ ଏହା ପରେ ହିମା ଦାସ ଏବଂ ଶ୍ରାବଣୀ ଏହାକୁ ଆଗକୁ ବଢ଼ାଇଥିଲେ । ଜ୍ୟୋତି ରେସ ଫିନିଶ କରିଥିଲେ । ଭାରତ ୪୪.୫ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ୪୩.୬୬ ସେକେଣ୍ଡ ସହ ଜାମାଇକା ପ୍ରଥମ ସ୍ଥାନରେ ରହିଛି । ଜାମାଇକା, ଭାରତ, ନାଇଜେରିଆ, ଇଂଲଣ୍ଡ, ଅଷ୍ଟ୍ରେଲିଆ, ସ୍କଟଲାଣ୍ଡ ଓ ତ୍ରିନିଦାଦ ଆଣ୍ଡ ଟବାଗୋ, ଘାନା ଟିମ ମଧ୍ୟରେ ସ୍ୱର୍ଣ୍ଣ ପଦକ ପାଇଁ ମୁକାବିଲା ହେବ । ପୂର୍ବରୁ ୪ ଗୁଣନ ୪୦୦ ରିଲେରେ ଭାରତ ପୁରୁଷ ଟିମ ଫାଇନାଲରେ ପ୍ରବେଶ କରି ସାରିଛି । ରବିବାର ଫାଇନାଲ ମ୍ୟାଚ ଖେଳାଯିବ ।
BREAKING NEWS
- Gold rate: ହଳଦିଆ ଓ ଧଳା ଧାତୁର କମିଲା ଦର
- Kanya Sumangala Yojana:‘ଝିଅ ଜନ୍ମ ହେବାର ବର୍ଷକ ଭିତରେ ସରକାର ଟଙ୍କା ପଠାଇବେ’
- ପରଲୋକରେ ପ୍ରଖ୍ୟାତ ଗାଳ୍ପିକ ସଦାନନ୍ଦ ତ୍ରିପାଠୀ
- ପୂନର୍ବାର ଚର୍ଚ୍ଚାରେ ପନ୍ତ-ଗୋୟଙ୍କାଙ୍କ ଆଲୋଚନା
- ଓଡ଼ିଶାର ୩୦ଟି ଜିଲ୍ଲାରେ ୧,୮୮୯ଟି ନୂତନ ଅଙ୍ଗନବାଡ଼ି କେନ୍ଦ୍ର ଲୋକାର୍ପିତ
- PNG Connection: ସବୁ ସହରାଞ୍ଚଳକୁ PNG ସଂଯୋଗ ଯୋଗାଇ ଦିଆଯିବ;ଭଡ଼ାରେ ରହୁଥିବା ବ୍ୟକ୍ତି ବି ସୁବିଧା…
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
Comments are closed.