ଭୁବନେଶ୍ୱର: ଓଡ଼ିଶାରେ କରୋନା ସ୍ଥିତି ଭଲ ଅଛି । ପ୍ରତି ୨୫୦ଟି ପରୀକ୍ଷା କଲେ ଗୋଟିଏ ପଜିଟିଭ ବାହାରୁଛି । ଯାହା ଓଡିଶା ପାଇଁ ଆଶ୍ୱସ୍ତିକ ଖବର । ତେବେ ରାଜ୍ୟରେ ବର୍ତ୍ତମାନ ସକ୍ରିୟ ଥିବା ୮୩ ଜଣଙ୍କ ମଧ୍ୟରୁ ୬ ଜଣଙ୍କର ଲକ୍ଷଣ ଦେଖାଦେଉଛି । ମାତ୍ର ଅନ୍ୟ ମାନଙ୍କର କୌଣସି ଲକ୍ଷଣ ଦେଖାଯାଉନି । ତେଣୁ ବିନା ଲକ୍ଷଣର ଲୋକ ଆପଣଙ୍କୁ ସଂକ୍ରମିତ କରିପାରନ୍ତି । ତେଣୁ ଆମେ ଲକ୍ଷଣ ଓ ବିନା ଲକ୍ଷଣର ଲୋକଙ୍କୁ ପରୀକ୍ଷା କରୁଛୁ ।
ସରକାର ସତର୍କ ଅଛନ୍ତି, ସଠିକ ସ୍ଥାନରେ ସଠିକ ଲୋକଙ୍କ ପରୀକ୍ଷା କରୁଛନ୍ତି । ଓଡିଶାରେ ଆଗକୁ ଅଧିକ ପରୀକ୍ଷା କରିବା ଲକ୍ଷ୍ୟ ରକ୍ଷା ଯାଇଛି । ଆମକୁ ସରକାରଙ୍କ ନିୟମ ମାନିବାକୁ ପଡିବ । ସତର୍କ ହେବା ସହ ଦୂରତା ବଜାୟ ରଖି ପରିସ୍ଥିତିର ମୁକାବିଲା କରିବାକୁ ପଡିବ ବୋଲି ଶାଳିନୀ ପଣ୍ଡିତ କହିଛନ୍ତି ।
BREAKING NEWS
- Odisha Weather Update: ଆହୁରୀ ସପ୍ତାହେ କାଳବୈଶାଖୀ ଆଶଙ୍କା, ୨୦ ଜିଲ୍ଲାକୁ ଝଡବର୍ଷା ସତର୍କତା
- ଗୋରୁ ମାଫିଆଙ୍କ ୮ଟି ସ୍ଥାନରେ ପୋଲିସର ଚଢ଼ାଉ, ୨୦ ଲକ୍ଷ ନଗଦ ଟଙ୍କା ଜବତ
- ରାତି ୮ଟା ଯାଏଁ ଡେଡଲାଇନ୍ ଦେଲେ ଟ୍ରମ୍ପ… ଚୁକ୍ତି ଚୂଡ଼ାନ୍ତ ନହୁଏ ତେବେ ଇରାନରେ କ’ଣ ହେବ?
- କୁଏତ ଏୟାରବେସ ଉପରେ ଇରାନର ଆକ୍ରମଣ, ୧୫ ଆମେରିକୀୟ ଆହତ
- ୧୪ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତ;ଉଚ୍ଚଶିକ୍ଷା ମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
- Financial literacy: ଷଷ୍ଠରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ପଢିବେ ଆର୍ଥିକ ସାକ୍ଷରତା ପାଠ;ସ୍ବତନ୍ତ୍ର ପ୍ରଶିକ୍ଷଣ ନେବେ ଶିକ୍ଷକ-ଶିକ୍ଷୟିତ୍ରୀ
- BJD Suspend: ମଞ୍ଜୁଲତା ଓ ମୁକ୍ତିକାନ୍ତ ବିଜେଡିରୁ ସସ୍ପେଣ୍ଡ୍
- ଅଶ୍ୱିନୀ କୁମାର ମିଶ୍ରଙ୍କୁ ବିଷୁବ ପୁରସ୍କାର ଓ ଏହିମାନେ ପାଇବେ ‘ଝଙ୍କାର’ ପୁରସ୍କାର
- Terror network:ଆତଙ୍କବାଦୀ ମଡ୍ୟୁଲ୍ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ;ପାକିସ୍ତାନ ସହ ଜଡିତ ୨ଅସ୍ତ୍ରଶସ୍ତ୍ର ଚୋରାଚାଲାଣକାରୀ ଗିରଫ
- Metro Rail Project in Odisha: ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ: ବିଜେଡି
Comments are closed.