Odisha Sambad
Latest Odisha News
  • Wednesday, January 14, 2026
  • Home
  • About Us
  • Contact Us

Publisher Publisher - Latest Odisha News

  • ଓଡିଶା
  • ଦେଶ ବିଦେଶ
  • ରାଜନୀତି
    • ଜନାଦେଶ ୨୦୧୯
      • ଲୋକସଭା (ଓଡ଼ିଶା)
      • ବିଧାନସଭା (ଓଡ଼ିଶା)
  • ଖେଳ
    • ଅଲିମ୍ପିକସ୍
  • ମନୋରଞ୍ଜନ
  • ଆଲେଖ
    • ଗାନ୍ଧୀ ଗାଥା
    • ଏକଦା ଏକ ଦେଶ
    • ମିଶ୍ରରାଗ
    • ପଲିଟିକସ ଫଲିଟିକସ
    • ଗୀତ ପଛର ଗପ
    • ସମୟର ସ୍ୱର
    • କଥାଟିଏ କହୁଁ
    • ଯବକାଚ
    • ଛାୟାଲିପି
  • ସାହିତ୍ୟ
    • ଧାରାବାହିକ ଉପନ୍ୟାସ
      • କୁକୁର କାହାଣୀ : ମୃଣାଳ
    • କବିତା
    • ଗଳ୍ପ
    • ଆଳାପ
    • ଗଦ୍ୟ
    • ଭଲଲାଗିଥିବା ବହି
    • ନବପ୍ରତିଭା
    • ସ୍ମୃତିଲିପି
    • ସାହିତ୍ୟ ସମ୍ବାଦ
  • ବ୍ୟକ୍ତିତ୍ୱ
    • ରାଜନେତା
    • ସମାଜସେବୀ
    • ଲେଖକ
  • ଅନ୍ୟାନ୍ୟ
    • କଳା ସଂସ୍କୃତି
    • ଧର୍ମ ଓ ପରମ୍ପରା
      • ରଥ ପଥ ଜଗନ୍ନାଥ
    • ଜୀବନଶୈଳୀ
      • ସ୍ୱାସ୍ଥ୍ୟ
      • ରନ୍ଧାବଢ଼ା
      • ଫ୍ୟାସନ
    • ରହସ୍ୟ
    • କଥାକୁହା ଫଟୋ
    • ପର୍ଯ୍ୟଟନ
    • ବାଣିଜ୍ୟ
    • ଅପରାଧ
    • ପାଣିପାଗ
Odisha Sambad

BREAKING NEWS

  • ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର
  • ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ
  • ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……
  • ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…
  • Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ ଶିଶୁ ସୁରକ୍ଷା ସଂସ୍ଥା…
  • ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର
  • Lalu Family Meet: ତୁଟିଲା କି ଲାଲୁ ପରିବାରରେ କଳି? ଘରେ ପହଞ୍ଚିଲେ ତେଜ ପ୍ରତାପ ଯାଦବ, ଲାଲୁ ଏବଂ ରାବ୍ରିଙ୍କ ପାଦ ଛୁଇଁ କହିଲେ…
  • ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ
  • ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କ ଦର୍ଶନ ବନ୍ଦ
  • Mark Carney India Visit: ଭାରତ ଆସିବେ କାନାଡ଼ା ପ୍ରଧାନମନ୍ତ୍ରୀ, ପୁଣି ମଜଭୁତ ହେବ ଦୁଇ ଦେଶ ମଧ୍ୟରେ ସମ୍ପର୍କ

[ଭିଡ଼ିଓ ] ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍

Videoଓଡିଶାଯାଜପୁର
By ଓଡ଼ିଶା ସମ୍ବାଦ ବ୍ୟୁରୋ On Dec 7, 2021
Share

ଯାଜପୁର: ଆଉ ନାହାନ୍ତି ଶତାୟୁ ଶିକ୍ଷକ ପଦ୍ମଶ୍ରୀ ନନ୍ଦ ସାର୍ । ପଦ୍ମଶ୍ରୀ ନନ୍ଦ କିଶୋର ପୃଷ୍ଟି ଓରଫ୍ ନନ୍ଦ ସାରଙ୍କର ପରଲୋକ ହୋଇଛି । ୧୦୪ ବର୍ଷ ବୟସରେ ଭୁବନେଶ୍ୱର ସମ୍ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । କିଛିଦିନ ଧରି ସେ କରୋନାରେ ଆକ୍ରାନ୍ତ ହୋଇ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ ।

ପରେ ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର ସ୍ଥାନ୍ତାନ୍ତର ହୋଇଥିଲେ । କିଛି ଦିନ ତଳେ ନନ୍ଦ ସାର ଅସୁସ୍ଥ ଅନୁଭବ କରି ତଳେ ପଡ଼ି ଯାଇଥିଲେ । ଏହା ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଯାଜପୁର ଜିଲ୍ଲାର ସୁକିନ୍ଦା ବ୍ଲକ ଅନ୍ତର୍ଗତ କନ୍ତିରା ଗ୍ରାମର ଜଣେ ସୁନାମଧନ୍ୟ ଶିକ୍ଷକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ । ସେ ନନ୍ଦ ସାର ନାମରେ ମଧ୍ୟ ପରିଚିତ ଥିଲେ । ଶିକ୍ଷାକ୍ଷେତ୍ରରେ ଅବଦାନକୁ ସ୍ୱୀକୃତି ପ୍ରଦାନ କରି ତାଙ୍କୁ ୨୦୨୦ ବର୍ଷ ପାଇଁ ନଭେମ୍ବର ୯ ତାରିଖରେ ସେ ନୂଆଦିଲ୍ଲୀରେ ରାଷ୍ଟ୍ରପତିଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ ।

ନନ୍ଦ କିଶୋରଙ୍କ ପିତାଙ୍କ ନାମ ଥିଲା ନାଭ ପୃଷ୍ଟି ଓ ମାତାଙ୍କ ନାମ ଚନ୍ଦ୍ରମଣି ପୃଷ୍ଟି । ୧୯୩୯ ମସିହାରେ ସେ ହାତିବାରୀ ସ୍କୁଲରୁ ସପ୍ତମ ଶ୍ରେଣୀ ପାସ କରିଥିଲେ । ଆର୍ଥିକ ଅବସ୍ଥା ଭଲ ନଥିବାରୁ ସେ ଅଧିକ ପାଠପଢ଼ା ବନ୍ଦ କରି, ଚାଷକାମ କରିବା ଆରମ୍ଭ କରିଥିଲେ ।

ଜଣେ ଶତାୟୁ ଶିକ୍ଷକ ହେଉଛନ୍ତି ନନ୍ଦ ସାର୍ । ଗାଁର ପିଲାମାନେ କିଭଳି ମଣିଷ ହେବେ ସେ ନେଇ ତାଙ୍କର ଅବଦାନ ବେଶ୍ ମହନୀୟ । ଏନେିଇ ସାର୍ ସବୁବେଳେ ବିନା ଦେୟରେ ଶିକ୍ଷାଦାନ କରୁଥିଲେ । ୧୯୪୬ ମସିହାରୁ ପିଲାମାନଙ୍କୁ ପାଠ ପଢାଇବା ଆରମ୍ଭ କରିଥିଲେ ।

ଶତାୟୁ ହୋଇ ବି ପିଲାମାନଙ୍କୁ ଶିକ୍ଷାଦାନରେ କିଛି ଉଣା କରୁନଥିଲେ । ଜୀବନ କାଳରେ ୩ ହଜାରରୁ ଅଧିକ ପିଲାଙ୍କୁ ମଣିଷ କରିପାରିଛନ୍ତି ନନ୍ଦ ସାର୍ । ଏହି ଶତାୟୁ ଶିକ୍ଷକଙ୍କ ବିୟୋଗ ଏକ ଅପୂରଣୀୟ କ୍ଷତି । ତାଙ୍କୁ ମୃତ୍ୟୁରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳି ଯାଇଛି ।

 

 

Nanda Sirnanda sir is no more
Share
ଓଡ଼ିଶା ସମ୍ବାଦ ବ୍ୟୁରୋ

Prev Post

ଯାଜପୁର ପରେ ଅନୁଗୁଳରେ ୧୦ଜଣ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ

Next Post

କୌଣସି ବିଦେଶ ଫେରନ୍ତା ଓମିକ୍ରନ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ଶୁକ୍ରବାର ଜଣାପଡ଼ିବ: ଡ଼ିଏମଇଟି

You might also like More from author
ଓଡିଶା

ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର

ଓଡିଶା

ଚୁଲିରେ ପଡ଼ି ଦୁଇ ମାସର ଶିଶୁ ଗୁରୁତର

ଓଡିଶା

ବିକ୍ରି ହୋଇଥିବା ଶିଶୁକନ୍ୟାକୁ କଟକରୁ ଉଦ୍ଧାର କଲା ଭଣ୍ତାରିପୋଖରୀ ଥାନା ପୁଲିସ

ଓଡିଶା

ଶ୍ରୀମନ୍ଦିରରେ ପଡିଲା ରକ୍ତ ଛିଟା, ମହାପ୍ରଭୁଙ୍କ ଦର୍ଶନ ବନ୍ଦ

Prev Next

Comments are closed.

latest news

ରାୟଗଡ଼ାରେ ବାଣ ବିସ୍ଫୋରଣ; ୪ ଗୁରୁତର

Jan 14, 2026

ଭାରତୀୟ ସେନାର ପଦାତିକ ବାହିନୀରେ ସାମିଲ ହେବେ ମହିଳା: ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ

Jan 14, 2026

ଡ୍ରେସିଂ ରୁମ ବିବାଦ ନେଇ ମୁହଁ ଖୋଲିଲେ ବ୍ୟାଟିଂ କୋଚ: କୋହଲି, ରୋହିତ ଏବଂ ଗମ୍ଭୀରଙ୍କ ମଧ୍ୟରେ……

Jan 14, 2026

ଟ୍ରମ୍ପଙ୍କ ରାସ୍ତାରେ ଇସ୍ରାଏଲ; ୭ ଜାତିସଂଘ ଏଜେନ୍ସିରୁ ସମ୍ପର୍କ ଛିନ୍ନ କଲା…

Jan 14, 2026

Case of Ariha Shah: ୪ ବର୍ଷ ହେଲାଣି ଜର୍ମାନୀରେ ଫସିଛି ୪ ବର୍ଷର କୁନି ଝିଅ, ୭ ମାସର ହୋଇଥିଲା ନେଇଯାଇଥିଲା ଜର୍ମାନ ଶିଶୁ ସୁରକ୍ଷା…

Jan 14, 2026

Leading Odia News Portal of Odisha.

• Email: newsodishasambad@gmail.com
• Phone: +91 9437129964

Company
  • Team
  • Privacy Policy
Ads
  • Home
  • About Us
  • Contact Us
Links
  • Team
  • Privacy Policy
  • Team
  • Privacy Policy
© 2026 - Odisha Sambad. All Rights Reserved.
Website Design: 4usoftware solutions