Latest Odisha News

BREAKING NEWS

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି ।

ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି ।

ମିଳିଥିବା ସୂଚନା ଅନୁସାରେ ଅକ୍ଟୋବର ୨ରେ ଏହା ପରଦାକୁ ଆସିବାକୁ ଥିବା ୱାରର ନିର୍ଦ୍ଦେଶନା ଭାର ସିଦ୍ଧାର୍ଥ ଆନନ୍ଦ ତୁଲାଇଥିବା ବେଳେ ହ୍ରିତିକ ଓ ଟାଇଗରଙ୍କର ହଲିଉଡ୍‌ ଷ୍ଟାଇଲ୍‌ର  ଆକ୍ସନ ଏଥିରେ ଦେଖିବାକୁ ମିଳିଛି ।

Leave A Reply

Your email address will not be published.