Latest Odisha News

BREAKING NEWS

Browsing Tag

Tiger

୨୦୦୬ରୁ ଓଡ଼ିଶାରେ ହ୍ରାସ ପାଇ ଚାଲିଛି ବାଘଙ୍କ ସଂଖ୍ୟା, ଶିମିଳିପାଳରେ ବଢ଼ୁଛି

ଭୁବନେଶ୍ୱର: ରାଜ୍ୟରେ କମୁଛି ବାଘଙ୍କ ସଂଖ୍ୟା । ବିଶ୍ୱ ବ୍ୟାଘ୍ର ଦିବସ ଅବସରରେ କେନ୍ଦ୍ର ସରକାର ବାଘ ସଂଖ୍ୟା ନେଇ ରିପୋର୍ଟ ପ୍ରକାଶ କରିଛନ୍ତି । ଯେଉଁଥିରେ ଦର୍ଶାଯାଇଛି ଏବେ ଓଡ଼ିଶାରେ ୨୦ଟି ମହାବଳ ରହିଛନ୍ତି । ୨୦୧୮ରେ ଓଡ଼ିଶାରେ ୨୮ଟି ବାଘ ଥିବା ବେଳେ ୨୦୨୨ରେ ୨୦କୁ ଖସି ଆସିଛି ।…

ବାଲିଗୁଡ଼ାରେ ମାତିଛନ୍ତି ବାଘ, ଅଳ୍ପକେ ବର୍ତ୍ତିଲେ ପମ୍ପ ହାଉସ୍‌ର ୨ କର୍ମଚାରୀ

କନ୍ଧମାଳ : ମାତିଛି ବାଘ । ବାଲିଗୁଡ଼ାରେ ଆତଙ୍କ ଖେଳାଇଛି ବାଘ । ଖଡ଼ଗ ନଦୀ କୂଳରେ ୨ଟି ବାଘ ବୁଲୁଥିବାର ସୂଚନା ମିଳିଛି । ପମ୍ପ ହାଉସ୍‌ର ୨ ଜଣ କର୍ମଚାରୀଙ୍କୁ ବାଘ ଆକ୍ରମଣ କରିବାକୁ ଗୋଡ଼ାଇଥିବା କହିଛିନ୍ତି । ସୂଚନା ଅନୁଯାୟୀ, ଗତକାଲି ରାତି ୯ଟା ସମୟରେ ପମ୍ପ ହାଉସ୍‌ର ୨ ଜଣ…

ବାଘ ସଂଖ୍ୟା ବୃଦ୍ଧି ଦେଶ ପାଇଁ ଗୌରବର ବିଷୟ : ନରେନ୍ଦ୍ର ମୋଦି

କର୍ଣ୍ଣାଟକ : ଦେଶରେ ବାଘ ସଂଖ୍ୟାରେ ବୃଦ୍ଧି ହୋଇଛି ଓ ଏହା ଦେଶପାଇଁ ଗୌରବର ବିଷୟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ବୃଦ୍ଧି ପାଇ ୩ ହଜାର ୧୬୭ରେ ପହଞ୍ଚିଛି । ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ…

ଗାଁରେ ବୁଲୁଛି ବାଘ: ଲୋକେ ଛାନିଆ

ବଲାଙ୍ଗୀର: ଗାଁରେ ବୁଲୁଛି ବାଘ । କେତେବେଳେ ରାସ୍ତା ଉପରେ ତ କେତେବେଳେ ପାଚେରୀ ଉପରେ । ଭୟରେ ଲୋକ ଘରୁ ବାହାରୁ ନାହାନ୍ତି । ବିଶେଷ କରି ସନ୍ଧ୍ୟା ହେଲେ ପଡି ଯାଉଛି ତାଟିକବାଟ । ଏ ଦୃଶ୍ୟ ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରକୁ ଲାଗି ଥିବା କୁର୍ଲି ଗାଁରେ  । ଗାଁରେ…

[ଦେଖନ୍ତୁ ଭିଡିଓ] ନୂଆପଡ଼ାର ୯ ଗାଁରେ ବୁଲୁଛି ମହାବଳ ବାଘ ! ଲୋକେ ଭୟଭୀତ

ନୂଆପଡ଼ା: ନୂଆପଡ଼ାରେ ବାଘ ମାତିଛି । ମହାବଳ ବାଘ ଗାଁକୁ ଗାଁ ଘୁରି ବୁଲୁଛି । ନୂଆପଡ଼ା ଜିଲ୍ଲା ସିନାପାଲି ରେଞ୍ଜ ଘାଟମାଳ ଅଞ୍ଚଳରେ ବାଘକୁ ନେଇ ଭୟଭୀତ ୯ଟି ଗାଁର ଲୋକ । ସିନାପାଲିର ଘାଟମାଲ, ଯୋଗଭଟା, ବଡ଼ମାଲ, ପଲନାପଡ଼ା, ପଣ୍ଡରିପାଣି, ଅରମେଳା, ମାନ୍ଦଳପଖାନ ଆଦି ୯ଟି ଗାଁରେ ୪ଟି ମହାବଳ…

ନୂପୁର ଓ ନୋରାଙ୍କ ସହ ରୋମାନ୍ସ କରିବେ ଟାଇଗର ସ୍ରଫ୍ !

ମୁମ୍ବାଇ: ଗତମାସ କନଫର୍ମ ହୋଇଥିଲା । ସ୍ପୋର୍ଟସ୍ ଡ୍ରାମା ଫିଲ୍ମ ଗଣପତ୍‌ରେ ନଜର ଆସିବେ ଟାଇଗର୍ ସ୍ରଫ୍ । ବିକାଶ ବେହେଲଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଟାଇଗରଙ୍କୁ ମୁମ୍ବାଇର ଜଣେ ବକ୍ସର୍ ଭାବେ ଦେଖିବାକୁ ମିଳିବ । ଏବେ ଖବର ଆସିଛି ଫିଲ୍ମର ସୁଟିଂ ଡିସେମ୍ବର ମାସରୁ ଆରମ୍ଭ ହେବାକୁ…

ଜଙ୍ଗଲୀ ବାଘୁଣୀ ଅସୁସ୍ଥ; ଲୋପ ପାଇଯିବ କି ସାତକୋଶିଆରୁ ବାଘ !

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟରେ ବାଘ ଵଂଶ ବିସ୍ତାର ପାଇଁ ହୋଇଥିବା ଯୋଜନା ଏବେ ଏକ ପ୍ରକାର  ମୁଣ୍ଡବ୍ୟଥାର କାରଣ ପାଲଟିଛି । କାହ୍ନା ଅଭୟାରଣ୍ୟରୁ ଆସିଥିବା ପୁରୁଷ ବାଘର ମୃତ୍ୟୁ ହୋଇସାରିଛି । ଏପଟେ ବାନ୍ଧବଗଡ଼ରୁ ଆସିଥିବା ବାଘୁଣୀ ସ୍ଥାନୀୟ ଅଞ୍ଚଳରେ ଉତ୍ପାତ କରିବା…

ଆସିଲା ‘ୱାର’ ଟିଜର: ହ୍ରିତିକ ଓ ଟାଇଗରଙ୍କ ହଲିଉଡ୍‌ ଷ୍ଟାଇଲ୍‌ ଆକ୍ସନ

ମୁମ୍ବାଇ: ୟଶରାଜ ଫିଲ୍ମସର ଅପ୍‌ କମିଂ ମୁଭି  ‘ୱାର’ର ଟିଜର ସୋମବାର ଦିନ ରିଲିଜ ହୋଇଛି। ତେବେ ୫୨ ସେକେଣ୍ଡର ଏହି ଟିଜରରେ ହ୍ରିତିକ ଓ ଟାଇଗରଙ୍କୁ ଏକାଠି ସ୍କ୍ରିନ୍‌ ଶେୟାର କରିଥିବାର ଦେଖିବାକୁ ମିଳିଛି । ଏହି ମୁଭିରେ ରୋମାନ୍ସ ଓ ଆକ୍ସନ ଭରପୂର ମାତ୍ରାରେ ରହିଥିବା ଟିଜରରୁ ଜଣାପଡିଛି…