Latest Odisha News

BREAKING NEWS

ପ୍ରକାଶ ପାଇଲା ଓଜେଇଇ-୨୦୨୦ ରେଜଲ୍ଟ; ଜାଣନ୍ତୁ, କିଏ ଟପ୍ପର

ଭୁବନେଶ୍ୱର: ଓଡିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ)ର ପରୀକ୍ଷା ଫଳ ଶୁକ୍ରବାର ଦିନ ପ୍ରକାଶ ପାଇଛି । ଯେଉଁ ପରୀକ୍ଷାରେ ୧୨ ଜଣ ଛାତ୍ରଛାତ୍ରୀ ଟପ୍ପର ହୋଇଛନ୍ତି ।

ଜାଣନ୍ତୁ, ଚଳିତ ଓଜେଇଇ ପରୀକ୍ଷାରେ କେଉଁ ବିଷୟରେ କିଏ ଟପ୍ପର ହୋଇଛନ୍ତି ।

ପରୀକ୍ଷାର୍ଥୀମାନେ www.Ojee.nic.in ୱେବସାଇଟରେ ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ।

Leave A Reply

Your email address will not be published.