ଜୟପୁର : କୂଅ ଭିତରୁ ଉଦ୍ଧାର ହେଲେ ବୃଦ୍ଧ। କୂଅ ନିକଟରେ ବ୍ରସ କରୁଥିବା ସମୟରେ ଅସାବଧାନତା ଯୋଗୁ ଗୋଡ ଖସିଯାଇଥିଲା । ଆଉ ବୃଦ୍ଧ ଜଣକ କୂଅ ଭିତରକୁ ଖସିପଡ଼ିଥିଲେ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଜୟପୁର ଉମୁରି ଗାାଁରେ। ବୃଦ୍ଧଜଣକ ହେଉଛନ୍ତି ରୂପଧର ହାଲବା। ରୂପଧର କୂଅରେ ପଡିଯାଇଥିବା ବେଳ କୂଅଟି ବେଶ ଗଭୀର ଥିବାରୁ ତାଙ୍କୁ ଉଦ୍ଧାର କରିବା ସମ୍ଭବପର ନଥିଲା। ଏନେଇ ସ୍ଥାନୀୟ ଲୋକ ମାନେ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଦୀର୍ଘ ସମୟ କସରତ ପରେ କୂଅ ଭିତରୁ ବୃଦ୍ଧା ଜଣଙ୍କୁ ଉଦ୍ଧାର କରାଯାଇଛି।
ତାଙ୍କର ରକ୍ତଚାପ ଥିବାରୁ ଅବସ୍ଥା ଗୁରୁତର ହୋଇପଡ଼ିଥିଲା। ଶେଷରେ ତାଙ୍କୁ ନିକଟସ୍ଥ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏବେ ତାଙ୍କର ଅବସ୍ଥା ସୁସ୍ଥ ରହିଥିବା ଜଣାପଡ଼ିଛି।
BREAKING NEWS
- T20 WC: ବିଶ୍ବକପରେ ଭାରତର ପ୍ରଥମ ପରାଜୟ
- Road Accident:କାର୍ ସହ ଧକ୍କାରେ ୨ ବାଇକ୍ ଆରୋହୀ ଯୁବକ ମୃତ
- Mahanadi Tribunal: ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାନଦୀ ଟ୍ରିବ୍ୟୁନାଲ
- Operation Trashi‑I: ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା; ୩ ଆତଙ୍କବାଦୀ ନିହତ
- Elephant Death: ବେଲଘର ହାତୀ ମୃତ୍ୟୁ ଘଟଣା: ଆଉ ୩ ଶିକାରୀ ଗିରଫ
- ରାଜଧାନୀରେ ବାଇକକୁ ପିଟିଲା କାର୍; ୫ ଆହତ
- କିଟ୍ ଓ କିସ୍ ପରିଦର୍ଶନ କଲେ ଆମାଜନ ଆଇନ୍ ମୁଖ୍ୟ ଡାଭିଡ୍
- ନ୍ୟୁୟର୍କକୁ ଏୟାର ଇଣ୍ଡିଆର ବିମାନ ସେବା ବାତିଲ, ଜାଣନ୍ତୁ କାହିଁକି…
- Policemen found shot dead: ASI ଓ ହୋମଗାର୍ଡଙ୍କୁ ଗୁଳି କରି ହତ୍ୟା ; ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ଏଙ୍ଗଲରୁ ତଦନ୍ତ
- ଝାରସୁଗୁଡ଼ା ଦୁର୍ଘଟଣା; ମୃତ ୫ ପୋଲିସ ଅଧିକାରୀଙ୍କ ପରିବାରକୁ ଅନୁକମ୍ପା ରାଶି ଘୋଷଣା
Comments are closed.