ଅନୁଗୋଳ: ଦଳି ଦେଲା ହାତୀ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧ । ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଆଜି ଭୋରୁ ସେ ଘର ପାଖରେ ଥିବା ଜଳାଶୟ ପାଖକୁ ଶୌଚ ପାଇଁ ଯାଇଥିଲେ । ଏତିକିବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ବୃଦ୍ଧ ।
BREAKING NEWS
- ସର୍ବଭାରତୀୟ ସ୍ତରରେ ସର୍ବାଧିକ; ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବେ କିସ୍ର ୨୧୦୦ ଛାତ୍ରଛାତ୍ରୀ…
- ‘ସାହିତ୍ୟ ମାଧ୍ୟମରେ ଜାତିର ଉତ୍ଥାନ୍ନ କୃଷ୍ଣପ୍ରସାଦଙ୍କର ଲକ୍ଷ୍ୟ ଥିଲା’
- ସରିଲା ସର୍ବଦଳୀୟ ବୈଠକ, ଆସନ୍ତାକାଲିଠାରୁ ଚାଲିବ ବଜେଟ୍ ଅଧିବେଶନ
- କେନ୍ଦୁଝରରେ ପୋଷାକ ଉତ୍ପାଦନ କାରଖାନାର ଭିତ୍ତିପ୍ରସ୍ତର ସ୍ଥାପନ
- ଆରଏସଏସ ସଂଗଠନ ମନି ଲଣ୍ଡରିଂରେ ଜଡିତ… ଅଭିଯୋଗ ଆଣିଲେ ପ୍ରିୟାଙ୍କ ଖଡଗେ
- Weather Report: ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା: ଆହୁରି ୨ରୁ ୩ ଡିଗ୍ରୀ ବଢିପାରେ ରାତି ତାପମାତ୍ରା
- ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନେତାନ୍ୟାହୁଙ୍କ ପ୍ରଶଂସା
- IND vs PAK: ଏହି ମାମଲାରେ ଧୋନି ଆଉ ପନ୍ତଙ୍କୁ ପଛରେ ପକାଇ ପ୍ରଥମ ଭାରତୀୟ କ୍ରିକେଟର ହେଲେ ଇଶାନ କିଶନ
- IND vs PAK: ୱାସିମ ଆକ୍ରମଙ୍କୁ ଆଲିଙ୍ଗନ କଲେ ରୋହିତ ଶର୍ମା, କ୍ଷୋଭ ପ୍ରକାଶ କଲେ ଦେଶବାସୀ..
- ଭାରତ ବିଶ୍ୱର ସବୁଠାରୁ ସଫଳ ଉଦୀୟମାନ ଅର୍ଥନୀତି, ଏଆଇ ସମ୍ମିଳନୀ ପୂର୍ବରୁ ଏପରି କହିଲେ ଜାତିସଂଘ ମୁଖ୍ୟ
Comments are closed.