Latest Odisha News

BREAKING NEWS

Browsing Tag

Elephant Attack

ଏକୋଇଶିଆରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଦଳି ଦେଲା ଦନ୍ତା, ଗଛରେ ଚଢ଼ି ବଞ୍ଚିଗଲା ପୁଅ

ନବରଙ୍ଗପୁର: ଛୁଆକୁ ମାଆ ସବୁବେଳେ ଘଣ୍ଟ ଘୋଡ଼ାଇ ରଖି ଥାଏ । ନିଜ ଜୀବନ ପଛେ ଚାଲି ଯାଉ ଛୁଆର କିଛି ନ ହେଉ । ମାଆ ଏମିତି ସବୁବେଳେ ସନ୍ତାନର ଶୁଭ ମନାସି ଥାଏ । ପରିଣତ ବୟସରେ ବି ଭେଣ୍ଡିଆ ପୁଅକୁ ମାଆ ପଣତ କାନିରେ ଘଣ୍ଟ ଘୋଡ଼ାଇବା ସହ ନିଜ ଜୀବନକୁ ବାଜି ଲଗାଇ ଦେଇଛି । ଏଭଳି ଘଟଣା ଘଟିଛି…

୭ ବର୍ଷ ତଳେ ହାତୀ ନେଇଥିଲା ବାପାଙ୍କ ଜୀବନ, ଏବେ ପୁଅକୁ କଚାଡ଼ି ମାରି ଦେଲା

ଢେଙ୍କାନାଳ: ଭାଇ ଚାଲିଗଲା… ହାତୀ ମାଆର ସିନ୍ଦୂର ପୋଛି ଆମକୁ ବାପ ଛେଉଣ୍ଡ କରିଥିଲା… ଏବେ ଭାଉଜ ହାତରୁ ଶଙ୍ଖା ଭାଙ୍ଗି ଦେଇଛି । ହାତୀ ମୋ ଭାଇକୁ ମାରି ଦେଇଛି ।… କୋହଭରା କଣ୍ଠ, ଅବୁଝା ମନ ଓ ଅଶ୍ରୁଭରା ଆଖି ଭାଇର ମଲାଦେହକୁ ଦେଖି ପାରୁନି । ମାଆ ବାହୁନି କାନ୍ଦୁଛି… ସ୍ତ୍ରୀ ବୁକୁ ଫାଟି…

ଘର ଭାଙ୍ଗି ଶିଶୁ କନ୍ୟାକୁ ଦଳିଦେଲା ହାତୀ

ସୋର : ଥମୁନି ହାତୀଙ୍କ ଉତ୍ପାତ । ବାଲେଶ୍ୱରରେ ହାତୀ ଆତଙ୍କ । ଶୋଇଥିବା ଅବସ୍ଥାରେ ଶିଶୁ କନ୍ୟାର ମୁଣ୍ଡକୁ ଦଳିଦେଲା ହାତୀ । ଏଭଳି ଘଟଣା ସୋର ଥାନା ଅନ୍ତର୍ଗତ ସିଙ୍ଗାଖୁଣ୍ଟା ପଞ୍ଚାୟତ ସରଳିଆ ଚିତ୍ରାଶୁଳ ଗାଁରେ ଘଟିଛି । ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ୧୦ ଟିକିଆ…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ଢେଙ୍କାନାଳ : ଦିନକୁ ଦିନ ବଢ଼ିଚାଲିଛି ହାତୀ ଉପଦ୍ରବ । ଢେଙ୍କାନାଳ ହିନ୍ଦୋଳ ରେଞ୍ଜ ଜରଡ଼ା ପଞ୍ଚାୟତ ବାଲିକିଆରି ଗାଁରେ ମାତିଛନ୍ତି ହାତୀ । ପୁଣି ହାତୀ ଆକ୍ରମଣରେ ଜଣେ ବୃଦ୍ଧ ମୃତ । ମୃତକ ଜଣକ ହେଲେ ବାଲିକିଆରୀ ଗାଁର ଲକ୍ଷ୍ମୀଧର ସାହୁ । ଲକ୍ଷ୍ମୀଧର ଗାଁ ନିକଟ ପୋଖରୀକୁ ଶୌଚ ହେବାକୁ…

ଧାନ ଜଗିଥିବାବେଳେ ଯୁବକଙ୍କୁ ଦଳିଦେଲା ହାତୀ

ଢେଙ୍କାନାଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଚାଲିଗଲା ଜଣକ ଜୀବନ । ସଦର ରେଞ୍ଜ ଅନ୍ତର୍ଗତ କୁରୁମ ଟାଙ୍ଗର ଗାଁରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟ ହୋଇଛି । ମୃତକଙ୍କ ନାଁ ଶ୍ରୀକାନ୍ତ ପରିଡ଼ା। ଗତକାଲି ସେ ଗାଁ ନିକଟ ଜମିରେ…

ଥମୁନି ହାତୀ ଉପଦ୍ରବ; ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ

ଅନୁଗୁଳ : ମାତିଛନ୍ତି ହାତୀ । ଦିନକୁ ଦିନ ବଢ଼ିବାରେ ଲାଗିଛି ହାତୀ ଉପଦ୍ରବ । ପୁଣି ହାତୀ ଆକ୍ରମଣରେ ଗଲା ବୃଦ୍ଧାଙ୍କର ଜୀବନ । ଏହି ଘଟଣା ଅନୁଗୁଳ ଜିଲ୍ଲା ବନ୍ତଳା ରେଞ୍ଜ ମରଣ୍ଡା ଗାଁରେ ଘଟିଛି । ସୂଚନା ଅନୁଯାୟୀ, ମୃତକ ହେଲେ ଝଟକ ବେହେରା । ମହିଳା ଜଣକ ସକାଳୁ ବଗିଚାକୁ ଯାଇଥିବା…

ଥମୁନି ହାତୀ ଉପଦ୍ରବ, ହାତୀ ଆକ୍ରମଣରେ ମହିଳା ଗୁରୁତର

ଅନୁଗୁଳ : ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ଆଜି ପୁଣି ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗତକାଲି ଦୁଇ ଜଣ ମହିଳାଙ୍କ ଜୀବନ ଯାଇଥିବା ବେଳେ ଆଜି ପୁଣି ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି । ଗୁରୁତର ମହିଳା ଜଣକ ହେଲେ ପୋଡ଼ାସାହିର ନନ୍ଦିନୀ ଝାଙ୍କର । ସୂଚନା…

ଦନ୍ତା ହାତୀ ଆକ୍ରମଣରେ ଚାଲିଗଲା ଆଉ ଦୁଇ ଜୀବନ

ଅନୁଗୁଳ : ଥମୁନି ହାତୀ ଉପଦ୍ରବ । ଅନୁଗୁଳ ବନ୍ତଳା ଅଞ୍ଚଳରେ ମାତିଛନ୍ତି ହାତୀ । ନେଉଛି ଗୋଟିକ ପରେ ଗୋଟିଏ ଜୀବନ । ପୁଣି ଦନ୍ତା ଆକ୍ରମଣରେ ବଡ଼କନ୍ତକୁଳ ଗାଁର ଦୁଇଜଣ ପ୍ରାଣ ହରାଇଛନ୍ତି  । ମୃତକ ଦୁଇ ଜଣ ହେଉଛନ୍ତି ମୁନି ପ୍ରଧାନ ଓ ଗୌରୀ ରାଉଳ । ସୂଚନା ଅନୁଯାୟୀ, ବଡ଼କନ୍ତକୁଳ ଗ୍ରାମର…

ଆମ୍ବ ତୋଟାକୁ ଯାଇଥିଲେ ବୃଦ୍ଧ, ହାତୀ କଚାଡ଼ି ନେଇଗଲା ଜୀବନ

ବନ୍ତଳା: ଥମୁନି ହାତୀ ଉପଦ୍ରବ । ବନ୍ତଳା ବନାଞ୍ଚଳରେ ମାତିଛନ୍ତି ହାତୀ । ପୁଣି ଜଣେ ବୃଦ୍ଧ ହାତୀ ଆକ୍ରମଣର ଶିକାର ହୋଇଛନ୍ତି । ଅନୁଗୁଳ ବ୍ଳକ ବନ୍ତଳା ବନାଞ୍ଚଳରେ ଦନ୍ତା ଆକ୍ରମଣରେ ଆଜି ପୁଣି ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ବୃଦ୍ଧ ଜଣକ ହେଲେ ତଳଗଡ଼ ପଞ୍ଚାୟତର କନ୍ତମେଘ ଗ୍ରାମର ରମେଶ…

ମିଳିଲା ନିଖୋଜ ବୃଦ୍ଧଙ୍କ ମୃତଦେହ, ହାତୀ ଦଳି ଦେଇଥିବା ସନ୍ଦେହ

ଅନୁଗୁଳ: ଗତକାଲି ଠାରୁ ନିଖୋଜ ଥିବା ବୃଦ୍ଧଙ୍କ ମୃତଦେହ ମିଳିଛି । ରବିବାର ଠାରୁ ଅନୁଗୁଳ ଜିଲ୍ଲା ବନ୍ତଳା ହମାମିପା ଗାଁର ୫୫ ବର୍ଷୀୟ ନିତ୍ୟା ଗୋଚ୍ଛାୟତ ବାହାରକୁ ଯାଇ ଘରକୁ ଫରେ ନଥିଲେ । ଘର ଲୋକ ରାତିରେ ଖୋଜାଖୋଜି ପରେ ନିତ୍ୟାଙ୍କୁ ପାଇ ନଥିଲେ । ଆଜି ପୁଣି ଖୋଜାଖୋଜି କଲା ବେଳେ ଗାଁ…