ଅନୁଗୋଳ: ଦଳି ଦେଲା ହାତୀ । ଶୌଚ ପାଇଁ ଯାଇଥିବା ବେଳେ ହାତୀ ହାବୁଡ଼ରେ ପଡ଼ିଥିଲେ ବୃଦ୍ଧ । ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଛି । ଅନୁଗୋଳ ଜିଲ୍ଲା ବେଲଟିକିର ପଞ୍ଚାୟତର ଧଉରାମରା ଗାଁରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି । ଆଜି ଭୋରୁ ସେ ଘର ପାଖରେ ଥିବା ଜଳାଶୟ ପାଖକୁ ଶୌଚ ପାଇଁ ଯାଇଥିଲେ । ଏତିକିବେଳେ ହାତୀ ହାବୁଡ଼ରେ ପଡି ଯାଇଥିଲେ ବୃଦ୍ଧ ।
BREAKING NEWS
- Dharmendra Pradhan Should Be Sacked: NEET ପେପର ଲିକ୍, ଶିକ୍ଷାମନ୍ତ୍ରୀଙ୍କୁ ପଦବୀରୁ ହଟାଇବାକୁ ଦାବି କଲେ ରାହୁଲ ଗାନ୍ଧୀ
- India-Netherland Ties: ନେଦରଲାଣ୍ଡରେ ନିଜ ପ୍ରତିପକ୍ଷଙ୍କ ସହ ପିଏମ୍ ମୋଦିଙ୍କ ବିଶେଷ ବୈଠକ, ଚୋଳ ବଂଶର ତମ୍ବା ପ୍ଲେଟ୍ ଫେରାଇବେ ଡଚ୍ ସରକାର
- NTA New appointment: ନିଟ୍ ପେପର ଲିକ୍ ପରେ ସରକାରଙ୍କ ବଡ ନିଷ୍ପତ୍ତି, ବଦଳିଲେ NTAରେ ଏହି ପଦବୀରେ ଥିବା ଅଧିକାରୀ…
- ବଢୁଥିବା ତୈଳ ଦର ମଧ୍ୟରେ ଶକ୍ତି ସଂରକ୍ଷଣ, ସୀମିତ ସମ୍ବଳର ସଦୁପଯୋଗ ନେଇ ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟକୁ ରାଜ୍ୟପାଳଙ୍କ ଚିଠି
- ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର ରିଟେଲ୍ ଆଉଟଲେଟ୍ ସ୍ଥିର କରାଯିବ, ସ୍ୱାଭାବିକ ରହିବ ପବ୍ଲିକ୍ ଟ୍ରାନ୍ସପୋର୍ଟ ସେବା…
- ସରକାରଙ୍କ ତରଫରୁ କଳାବଜାରୀ ଉପରେ କାର୍ଯ୍ୟାନୁଷ୍ଠାନ; ୫୦୫ ଲିଟର ଡିଜେଲ ଜବତ
- ଜନ ଆବ୍ରାହାମ ହେବେ କି ନୂଆ ଜେମ୍ସ ବଣ୍ଡ
- ବାଲିଅନ୍ତା ସୌମ୍ୟ ରଞ୍ଜନ ହତ୍ୟା ଘଟଣା; ସିବିଆଇ ତଦନ୍ତ ଦାବି କଲା ପରିବାର
- ଆଇସିସି ଡବ୍ଲ୍ୟୁଟିସି: ଏଥର ୯ ବଦଳରେ ଖେଳି ପାରନ୍ତି ୧୨ ଟିମ
- ଭୁଶୁଡି ପଡିଲା ନିର୍ମାଣାଧୀନ କାନ୍ଥ, ଚାଲିଗଲା ଶ୍ରମିକଙ୍କ ଜୀବନ
Comments are closed.