ଭୁବନେଶ୍ୱର: ଆରପାରିରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣାଶୁଣା ସମ୍ପାଦକ ଦେବେନ ମିଶ୍ର।
ଶନିବାର ବିଳମ୍ବିତ ରାତିରେ ତାଙ୍କର ହୃଦଘାତ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତି ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ସ୍ବର୍ଗତ ଦେବେନ ମିଶ୍ର ୫୦ ରୁ ଅଧିକ ଓଡ଼ିଆ ସିନେମାରେ ସମ୍ପାଦନା କରିଥିବା ବେଳେ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହ ଘନିଷ୍ଠ ଭାବେ ମଧ୍ୟ ଜଡିତ ଥିଲେ ।
Comments are closed.